ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ବୃନ୍ଦାବତୀଙ୍କ ନିକଟରେ ଆକାଶ ଦୀପ ଉଠା ହେଉଛି

ମା ବୃନ୍ଦାବତୀଙ୍କ ନିକଟରେ ଆକାଶ ଦୀପ ଉଠା ହେଉଛି

ଢେଙ୍କାନାଳ: କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି। ୩୦ ବର୍ଷ ହେବ ଏହି ଆକାଶ ଦୀପ ଉଠା ହେଉଛି ଏଠାରେ। ସଭାପତି ସ୍ନିଗ୍ଧା ରାଣୀ ନନ୍ଦ, ସମ୍ପାଦକ ଯ୍ୟୋତ୍ରିମୟୀ ପଣ୍ଡା ଓ କୁଞ୍ଜକାନ୍ତ ଅଞ୍ଚଳର ବହୁ ମହିଳା ଏହି ପୂଜା ସାମିଲ ହୁଅନ୍ତି। ପିତୃ ପୁରୁଷ ମାନଙ୍କ ଉଦେଶ୍ୟ ରେ ଏହି ପୂଜା ଅନୁଷ୍ଠିତ ହେଉଛି। ବାର ମାସରେ କାର୍ତ୍ତିକ ମାସ ହେଉଛି ସବୁଠାରୁ ପୂର୍ଣ୍ୟ ମାସ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

masiha

ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

Sunil Chandra Nayak

ପଲାସ ଠାରେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଉତ୍ସବ ଆରମ୍ଭ

Leave a Comment

error: Content is protected !!