ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସନ୍ତୋଷି ମା ମନ୍ଦିର ର ସପ୍ତମ ବାର୍ଷିକ ଉତ୍ସବ ପାଳନ

ରାଇଘର // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ଡି ଏନ୍ କେ ଠାରେ ଥିବା ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ସନ୍ତୋଷୀ ମା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ବାର୍ଷିକ ଉତ୍ସବ ଆଜିକୁ ସାତବର୍ଷ ହେବ ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ହୋଈ ଆସୁଅଛି। ଏହି ଅବସରରେ ୨୭ ତାରିଖ ଅପରାହ୍ନ ୪ଟା ସମୟରେ ସୁଭାଧିବାସ, ୨୮ ତାରିଖ ସକାଳ ୬ଘଣ୍ଟା ଠାରୁ ୨୯ ତାରିଖ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ନାମଯଜ୍ଞ, ସହ ହୋମ, ୨୯ ତାରିଖ ସକାଳ ନଗର ସଂକୀର୍ତ୍ତନ ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ବାର୍ଷିକ ଉତ୍ସବ ରେ କଟକ ରୁ ଆସିଥିବା ପୁରୋହିତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଉମରକୋଟ ଆସିଥିବା ଲକ୍ଷ୍ମୀ କାନ୍ତ ତ୍ରିପାଠୀ ପୂଜାଚର୍ନା କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

Sunil Chandra Nayak

ରାଇରଙ୍ଗପୁରର ପ୍ରଷିଦ୍ଧ ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠ ଚଳଚଞ୍ଚଳ

Sunil Chandra Nayak

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

Sunil Chandra Nayak

Leave a Comment

error: Content is protected !!