ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚିକିଲି ଗାଁ ରେ ମା ଚିକଲେନ ବୁଢ଼ୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ସାନ ଟେମରି ଚମ୍ପିୟାନ 

ଚିକିଲି ଗାଁ ରେ ମା ଚିକଲେନ ବୁଢ଼ୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ସାନ ଟେମରି ଚମ୍ପିୟାନ 

ଜୁନାଗଡ଼ ୧୨/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ପଞ୍ଚାୟତର ଚିକିଲି ଗ୍ରାମରେ ମଙ୍ଗଳବାର ଦିନ ମା ଚିକଲେନ ବୁଢ଼ୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗୀତ।ରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପିତ ଫାଇନାଲ ଖେଳ କୋଟ। ଗାଁ କ୍ରିକେଟ ଟିମ ଏବଂ ସାନ ଟେମରି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।ଗ୍ରୀନ ଟେନିସ ବଲ ଦ୍ୱାରା ଏହି ପ୍ରତି ଯୋଗୀତା ଆୟୋଜନ କରାଯାଇଥିଲା ।ଏଥିରେ ପ୍ରଥମେ କୋଟ। ଗାଁ ଦଳ ଟ ଚ ଜିତି ବ୍ୟାଟିଂ କରିଥିଲେ ।ନିର୍ଦ୍ଧାରିତ ୧୦ ଓଭରରେ କୋଟ। ଗାଁ ଦଳ ୮୧ ର ନ କରିଥିଲେ ।ଜବାବରେ ସାନ ଟେମରି ଦଳ ୯ ଓଭରରେ ୮୨ ର ନ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲେ ।ଏହି ଖେଳକୁ ରାଜୁ ନିଆଲ ଏବଂ ସୁବାଷ ଚନ୍ଦ୍ର ନାଗ ପରିଚାଳନା କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ଭାରତ ଭୂଷଣ ମୁଣ୍ଡ ,ସମ୍ପାଦକ ଦେବେନ୍ଦ୍ର ଦୁର୍ଗା ,କୋଷ।ଧକ୍ଷ ଚିତ୍ତ ରଞ୍ଜନ ପାନ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ରେ ବରିଷ୍ଠ ସମାଜସେବୀ ତଥା ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଶିବ ହାତୀ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ହରି ହର ଦୁର୍ଗା ,ଟିକ ଚନ ନାଗ ,ସନ୍ତୋଷ ମୁଣ୍ଡ ,କ୍ଷୀର ସିନ୍ଧୁ ଦୁର୍ଗା ଏବଂ ସୁରେନ୍ଦ୍ର ମାଝି ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ଜିତୁ ନିଆଲ ଏବଂ ବସନ୍ତ କାଣ୍ଡ । ଦୀପକ ରଞ୍ଜନ ଦୁର୍ଗା ଏବଂ ସୁଭମ ଦୁର୍ଗା ସହଯୋଗ କରିଥିବା ବେଳେ ପ୍ରଣବ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ କେସିଙ୍ଗା ସେମିଫାଇନାଲ ରେ …

masiha

କପୁରମାଲ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

Sunil Chandra Nayak

ଦୁଇଦିନିଆ ଫୁଟବଲ୍ ଟୁର୍ଣାମେଣ୍ଟ ,ଭଟାଙ୍ଗ ଚମ୍ପିୟାନ ନର୍ଲା ରନସ୍ଅଫ

Sunil Chandra Nayak

Leave a Comment

error: Content is protected !!