ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ

ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ

ବଳାଙ୍ଗୀର ଜିଲ୍ଲା ଆଗଲପୁର ରେ ପୁଣି ଲଜ୍ୟା ର ଘଟଣା l ଆଗଲପୁର ବ୍ଲକ ଅନ୍ତର୍ଗତ ବାଞ୍ଜିପାଳି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରି ଅଜା ଗିରଫ । ସକାଳୁ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ଏକୁଟିଆ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା l ଘରକୁ ଆସି ନାବାଳିକା ଘର ଲୋକଙ୍କ ପାଖରେ ଘଟଣା କହିବା ପରେ ଆଗଲପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଆଗଲପୁର ପୋଲିସ ଅଜା ବିର କୁମ୍ଭାର (55) କୁ ଗିରଫ କରି କେଶ ନ. 189/2024 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

ରାଇରଙ୍ଗପୁର କୋର୍ଟ:ପତ୍ନୀ ହତ୍ୟା ମାମଲାରେ ରାମଜିତ୍ ଟୁଡୁ ଙ୍କୁ ଆଜୀବନ କାରାଦଣ୍ଡ 

masiha

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

Leave a Comment

error: Content is protected !!