ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମରେ ମୀରମ୍ବିକା ପାଠଚକ୍ରର ବାର୍ଷିକ ଉତ୍ସବ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କବୀ ସରୋଜ ନଳିନୀ ପରିଜାଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ମହାନ୍ତି ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ । ଅଧିବେଶନରେ ଡାକ୍ତର ପ୍ରଶାନ୍ତ କୁମାର ନନ୍ଦ,ସ୍ଵପ୍ନ ସାଗରିକା ହୋତା, ଶଙ୍କର୍ଷଣ ସେନାପତି,କାଳନ୍ଦୀ ଚରଣ ସେନାପତି “ଜୀବନ ଏକ ଅଭିଯାତ୍ରା ଓ ଆରୋହଣ” ଶୀର୍ଷକ ଆଲୋଚନା କରିଥଲେ । କାର୍ଯ୍ୟକ୍ରମରେ ସୁବ୍ରତ ମହାନ୍ତି, ଉପେନ୍ଦ୍ର ବାରିକ୍,ସୃଷ୍ଟି ଶୃଜନିକା ଦାସ ମହାପାତ୍ର,ଶୁଭେନ୍ଦୁ ବରଣ ଦାସମହାପାତ, ଶ୍ରାବନ୍ତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସମସ୍ୟା ଘେରରେ ଅଲେଖ ମହିମା ମଠ

Sunil Chandra Nayak

ଜିଲ୍ଲାପାଳଙ୍କ ନିକଟରେ ଆଇନଜୀବୀଙ୍କ ବହୁଦିନର ଦାବି ସଫଳ ହେଲା

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!