ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନାଟକ ଏକ ସନ୍ତାନ

ମଣ୍ଡେଇ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନାଟକ ଏକ ସନ୍ତାନ

 ନବରଙ୍ଗପୁର:( ୧|୧୨)(ରବି ନାରାୟଣ ମହାନ୍ତି)ବିଶିଷ୍ଟ ଟେଲି ଫିଲ୍ମ ନିର୍ଦ୍ଦେଶକ ତଥା ମଞ୍ଚ ନାଟକ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ନାଟ୍ୟକାର ଶ୍ରୀ ସର୍ବେଶ୍ଵର ତ୍ରିପାଠୀ ଙ୍କ ରଚନା ରେ ସାମାଜିକ ନାଟକ ଏକ ସନ୍ତାନ ମଣ୍ଡେଇ ନାଟକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ପରିବେଷିତ ହୋଇଛି। ଗୋଟିଏ ସନ୍ତାନର ପରମ୍ପରା ଆଳରେ ଭବିଷ୍ୟତରେ ମା ବାପା କିପରି ହୋଇରାଣ ହେଉଛନ୍ତି ଏହି ବିଷୟ ଉପରେ ପରିବେଷିତ ନାଟକର ସମସ୍ତ କଳାକାର ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହି ନାଟକରେ ଯୁଗଳ କିଶୋର ତ୍ରିପାଠୀ, ମୁରଲୀ ପଟ୍ଟନାୟକ ଏବଂ ଅଶୋକ ମହାନ୍ତି ସଂଗୀତ ପରିଚାଳନା କରିଥିବା ବେଳେ ଯୁବ କଣ୍ଠଶିଳ୍ପୀ ଉଦିତ ଭାନୁ କଣ୍ଠ ଦାନ କରିଥିଲେ। ନାଟକରେ ମନୋଜ କୁମାର ପାଣିଗ୍ରାହୀ , ଚନ୍ଦ୍ରଭାନୁ ସତୃଶଲ୍ୟ , ସଞ୍ଜୀବ ସିଂ, ବୁଲୁ ପାଢ଼ୀ, ନିର୍ମଳ ସାହୁ, ଗଙ୍ଗା, ଅନିଶା, ସୁନେମି, ପ୍ରତ୍ୟୁଷ ମଲ୍ଲିକ ଏବଂ ଅରୁଣ ଦାସ ଅଭିନୟ କରି ଥିବା ବେଳେ ଥିବାବେଳେ ତୁଷାର କାନ୍ତି ଖୋସଲା ଏବଂ ଆଶାନନ୍ଦ ଗରଡ଼ା ସହଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଯୋଜନା କରୁଥିବା ବେଳେ ତ୍ରିଶକ୍ତି ସାଂସ୍କୃତିକ ସଂଘ ଏହା ପ୍ରସ୍ତୁତ କରିଥିଲେ। )ବିଶିଷ୍ଟ ଟେଲି ଫିଲ୍ମ ନିର୍ଦ୍ଦେଶକ ତଥା ମଞ୍ଚ ନାଟକ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ନାଟ୍ୟକାର ଶ୍ରୀ ସର୍ବେଶ୍ଵର ତ୍ରିପାଠୀ ଙ୍କ ରଚନା ରେ ସାମାଜିକ ନାଟକ ଏକ ସନ୍ତାନ ମଣ୍ଡେଇ ନାଟକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ପରିବେଷିତ ହୋଇଛି। ଗୋଟିଏ ସନ୍ତାନର ପରମ୍ପରା ଆଳରେ ଭବିଷ୍ୟତରେ ମା ବାପା କିପରି ହୋଇରାଣ ହେଉଛନ୍ତି ଏହି ବିଷୟ ଉପରେ ପରିବେଷିତ ନାଟକର ସମସ୍ତ କଳାକାର ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହି ନାଟକରେ ଯୁଗଳ କିଶୋର ତ୍ରିପାଠୀ, ମୁରଲୀ ପଟ୍ଟନାୟକ ଏବଂ ଅଶୋକ ମହାନ୍ତି ସଂଗୀତ ପରିଚାଳନା କରିଥିବା ବେଳେ ଯୁବ କଣ୍ଠଶିଳ୍ପୀ ଉଦିତ ଭାନୁ କଣ୍ଠ ଦାନ କରିଥିଲେ। ନାଟକରେ ମନୋଜ କୁମାର ପାଣିଗ୍ରାହୀ , ଚନ୍ଦ୍ରଭାନୁ ସତୃଶଲ୍ୟ , ସଞ୍ଜୀବ ସିଂ, ବୁଲୁ ପାଢ଼ୀ, ନିର୍ମଳ ସାହୁ, ଗଙ୍ଗା, ଅନିଶା, ସୁନେମି, ପ୍ରତ୍ୟୁଷ ମଲ୍ଲିକ ଏବଂ ଅରୁଣ ଦାସ ଅଭିନୟ କରି ଥିବା ବେଳେ ଥିବାବେଳେ ତୁଷାର କାନ୍ତି ଖୋସଲା ଏବଂ ଆଶାନନ୍ଦ ଗରଡ଼ା ସହଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଯୋଜନା କରୁଥିବା ବେଳେ ତ୍ରିଶକ୍ତି ସାଂସ୍କୃତିକ ସଂଘ ଏହା ପ୍ରସ୍ତୁତ କରିଥିଲେ।

( ମ ନି ସ ) 

Related posts

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!