ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

ବିଷମ କଟକ- ତା ୧୯/୦୪ ରିଖରେ କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ ।

ଶ୍ରୀଯୁକ୍ତ ସାଂସଦଙ୍କ ମୁନିଗୁଡା ବ୍ଲକର ରଘୁବାରି ଓ ଡିମିରିଗୁଡ଼ା ଗ୍ରାମ ପଞ୍ଚାୟତ ଅଚାନକ ଗସ୍ତ। ଗସ୍ତରେ ଶ୍ରୀଯୁକ୍ତ ସାଂସଦଙ୍କ ଗ୍ରାମ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅବଗତ ହେଇଥିଲେ। ତତ୍ ସହ ଗ୍ରାମ ପଞ୍ଚୟତରେ ଥିବା ଲୋକମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ସେ କହିଥିଲେ କି ଯଦି ଆପଣ ପାଖରେ କିଛି ଅସୁବିଧା ହେଉଛି,ତା ହେଲେ ସେ ତାର ସମାଧାନ କରିବା ପାଇଁ ସବୁ ବେଳେ ସେଥିରେ ଅଛନ୍ତି।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

Sunil Chandra Nayak

ଶ୍ୟାମସୁନ୍ଦର ଯୁବକ ସଂଘ ଆନୁକୂଲ୍ୟରେ ହୋଭାଷା ଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକୋ ଵଦରାଙ୍କ ୧୦୩ ଜୟନ୍ତୀ ପାଳିତ 

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!