ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

ଜୁନାଗଡ଼,୮/୧୨(ମନି ସ) ଜୁନାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବୀଣାପାଣୀ ସାମନ୍ତ ଙ୍କ ଅଧ୍ୟକ୍ଷ୍ୟତାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହୃଷିକେଶ ମେହେର ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ପ୍ରମୁଖ କ୍ରୀଡାର ଉପାଦେୟତା ସମ୍ପର୍କରେ ଉଦବୋଧନ ଦେଇଥିଲେ। କ୍ରୀଡା ଶିକ୍ଷକ ଆଶୁତୋଷ ସାହୁ, ସୁଷମ ଦଲେଇ, ବିଜୟ ନାଏକଙ୍କ ତତ୍ତ୍ୱ।ବଧାନରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ଘନଶ୍ୟାମ ନାଏକ, ସ୍ଵର୍ଣ୍ଣ ପ୍ରଭା ସାହୁ, ରାଜୁକାନ୍ତ ସାହୁ, ରଞ୍ଜିତାଵାଲା ରଥ, ସଂକରା ଭୋଇ, ମଞ୍ଜୁମାଳା ଜଗତ, ଜନମତି ନାଏକ, ପ୍ରତିମା ପଣ୍ଡା, ଲୋପାମୁଦ୍ରା ମହାନ୍ତି, ବିନୋଦିନୀ ବେହେରା, ପ୍ରଜ୍ଞା ପ୍ରଭା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ଶ୍ରୀ ଲଷ୍ମୀଧର ବୋଡ଼କିଆ, ବିଭୂତି ନାଏକ, ଝରଣା ଦୁର୍ଗା, ରତ୍ନମାଳା କର, ହରିପ୍ରିୟା ଭୋଇ, ତିଳତ୍ତମା ନାଏକ ଛାତ୍ରୀ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ବହୁ ହର୍ଷ ଉଲ୍ଲାସରେ ବାର୍ଷିକ କ୍ରୀଡା ଉତ୍ସବ ସମାପନ ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

masiha

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

ପିଏମ୍ ଜନମନ ଯୋଜନାରେ ନିୟମଗିରି ପର୍ବତ ସଂଲଗ୍ନ ୩ଟି ବ୍ଲକରେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!