ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣି ସନ୍ଧେହରେ ହତ୍ୟା ଘଟଣା ୫ କୋର୍ଟ ଚାଲାଣ 

ଗୁଣି ସନ୍ଧେହରେ ହତ୍ୟା ଘଟଣା ୫ କୋର୍ଟ ଚାଲାଣ 

ବନ୍ଧୁଗାଁ ତା ୧୦/୧୨/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତର ଜାରପା ଗ୍ରାମରେ ଗତ ୮ ତାରିଖ ଦିନ ଏକ ଗୁଣି ଗାରିଡି ସନ୍ଦେହରେ ଜଣଙ୍କୁ ମାରି ପୋଡ଼ିଦେବା ଘଟଣାର ସମ୍ଫରୁକ୍ତ ୫ ଜଣଙ୍କୁ ଗିରଫ କରିବାରେ ବନ୍ଧୁଗାଁ ପଲିସକୁ ସଫଳତା ମିଳିଛି I ଏନେଇ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନବ୍ରତା ସତପଥି ଏକ ସାମ୍ବାଦିକ ସମିଳନି ଜରିଆରେ ସୂଚନା ପ୍ରଦାନ କରିଛନ୍ତି I ୫ ଜଣ ଅଭିଯୁକ୍ତ ମାନେ ହେଲେ ଜାଗିଲି ମିଣିଆକା, ରୁପା ମିଣିଆକା, କାସାରି ମିଣିଆକା, ଡୁମ୍ବୁରୀ ମଣିଆକା, ଜାଗା ମିଣିଆକା, ଏହି ପାଞ୍ଚଜଣଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଏକ ଠେଙ୍ଗା ମଧ୍ୟ ପଲିସ ଜବତ କରି ମଙ୍ଗଳବାର ଦିନ ୫ ଜଣଙ୍କୁ କର୍ଟ ଚାଲାଣ କୋରାଯାଇଛି I 

 ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର

Related posts

ବଲାଙ୍ଗୀର ପାଟଣାଗଡ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

masiha

ଶିମିଳିପାଳରେ କୁମ୍ବିଂ ଅପରେସନକୁ ଜୋରଦାର କଲା ପୋଲିସ ଏବଂ ବନବିଭାଗ ! ମିଳିତ ଚଢାଉରେ ୮ ଦେଶି ବନ୍ଧୁକ ଜବତ ସହ ତିନି ଗିରଫ

Sunil Chandra Nayak

ନାରନର ଟାଙ୍ଗିଆ ଚୋଟରେ ହଜାରୀ କେତକୀ ଗୁରୁତର , ବୁର୍ଲାରେ ଚିକିତ୍ସିତ

Leave a Comment

error: Content is protected !!