ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେଵ ପରିଡ଼ା ଙ୍କ ଭଜନ

ଭଜନ

ସହଦେଵ ପରିଡ଼ା

 

ପ୍ରଭୁ ଚକାନୟନ ଅଗତିର ଗତି

ତୁମେ ଦୁଖ ନାଶନ

ପ୍ରଭୁ ଚକାନୟନ ଅଗତିର ଗତି

ତୁମେ ଦୁଖ ନାଶନ ।

ତୁମରି ଦାଣ୍ଡରେ ବସି ଅଛି ପ୍ରଭୁ

ତୁମକୁ ଆସରା କରି

ତୁମେ ଦୟାକଲେ ଏ ଭବ ସାଗରୁ

ତୁମେ କରି ଦେବ ପାରି

ହେ କଳା ବଦନ କର ଦୁଖ ନାଶନ

ପ୍ରଭୁ ଚକାନୟନ,,,,,,(୧)

ତୁମ ନାମ ନାଥ ଗାଇଵୁଲୁଥିବି

ତୁମରି ବଡ଼ ଦାଣ୍ଡରେ

ତୁମ ଭକତଙ୍କ ସଙ୍ଗେ ସଙ୍ଗୀ ହେଉ ଥିଵି,କରିତୁମ ଗୀତ ଗାନୟନ

ହେ ପ୍ରଭୁ କଳା ଵଦନହେ ପ୍ରଭୁ

ଚକାନୟନ,,,,,।।

Related posts

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

ରାଇରଙ୍ଗପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଦେଶାତ୍ମବୋଧକ କବିତା ଆସର

Sunil Chandra Nayak

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!