ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ 

କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ

କାମାକ୍ଷାନଗର (ମନିସ )13/12/24 // କାମାକ୍ଷାନଗର ବ୍ଲକ ତଥା ତୁମୁସିହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମର ଏକ ଖୋଲା କୁପରେ ଶିଶୁ ପଡିଯିବାରୁ ତାର ମୃତ୍ୟୁ ହୋଇଛି l କନ୍ତିଓ କାଟେଣୀ ଗ୍ରାମର କାମାକ୍ଷାପ୍ରସାଦ ବେହେରାଙ୍କ ୫ ବର୍ଷର ପୁଅ ପ୍ରିୟାଂଶୁ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୁପରେ ପଡିଯାଇଥିଲା l ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅରୁ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ ପରେ ଶିଶୁର ମୃତ ଦେହକୁ ଉଦ୍ଧାର କରିଥିଲେ l ଏହି ଘାଟଣା ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗାଁ କୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

masiha

ବିଷମ କଟକ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ମହିୟସୀ ମହିଳା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!