ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହରି ପାଣିଗ୍ରାହୀ ହେଲେ ପାପାଡାହାଣ୍ଡି ବ୍ଳକ ସାଂସଦ ପ୍ରତିନିଧି 

ହରି ପାଣିଗ୍ରାହୀ ହେଲେ ପାପାଡାହାଣ୍ଡି ବ୍ଳକ ସାଂସଦ ପ୍ରତିନିଧି 

ନବରଙ୍ଗପୂର:(୧୪|୧୨)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ସାଂସଦ ଙ୍କ ପାପଡାହାଣ୍ଡି ବ୍ଲକ ପ୍ରତିନିଧି ହୋଇଛନ୍ତି ହରି ପାଣିଗ୍ରାହୀ lଏନେଇ ସାଂସଦ ବଳଭଦ୍ର ମାଝୀ ପତ୍ର ମାଧ୍ୟମରେ ସୂଚିତ କରିଛନ୍ତି lଏହି ପଦବୀ ନିମନ୍ତେ ମନୋନୀତ ହେବା ପରେ ହରି ପାଣିଗ୍ରାହୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସାଂସଦ ବଲଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ସଭାପତି ଜଗଦିଶ ବିଷୋୟୀଙ୍କ ସମେତ ଜିଲ୍ଲାର ଓ ବ୍ଲକ ର ସମସ୍ତ କର୍ମକର୍ତ୍ତା କୁ କୃତଜ୍ଞତା ଜଣେଇଛନ୍ତି lହରି ପାଣିଗ୍ରାହୀ ବିଜେପି ଦଳର ଜଣେ ବରିଷ୍ଟ ଆଗ ଧାଡିର ନେତା l ଆଗାମୀ ଦିନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଜନହିତକାରୀ ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ସହ ନିଷ୍ଠାପର ଭାବେ କାମ କରିବି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି l ସାଂସଦ ପ୍ରତିନିଧି ଭାବେ ମନୋନୀତ ହେବା ପରେ ହରି ପାଣିଗ୍ରାହୀ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l ( ମ ନି ସ ) 

Related posts

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

Leave a Comment

error: Content is protected !!