ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ         

ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ                               

 ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତ ର ବହୁ ସଂଖ୍ୟାରେ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଙ୍କ ସହ ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ ସମେତ ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ନନ୍ଦାହାଣ୍ଡି ବ୍ଳକ ସଭାପତି ଦୟା ବିଷୋୟୀ ,ଜିଲ୍ଲା ପରିଷଦ ସଭ୍ଯ ଅରୁଣ ମିଶ୍ର,ନବରଙ୍ଗପୁର ପୌର ଉପାଧ୍ୟକ୍ଷା ଶ୍ରୀମତୀ ସୌମ୍ୟା ମହାପାତ୍ର, ନଗର ସଭାପତି ପ୍ରମୋଦ ରଥ,କୋରାପୁଟ ଜିଲ୍ଲା ଜୋନ୍ ଯୁବ ଜନତା ଦଳର ସଭାପତି ତାପସ ତ୍ରିପାଠୀ, ସୁନିଲ ସାହୁ ,ଜିଲ୍ଲା ସଂପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଭୀମ ହରିଜନ,କାଉନସିଲର ନଗେନ୍ଦ୍ର ପଟ୍ଟନାୟକ,ଅଲେଖ ସୌରା, କେଶବ ରାଜୁ ,କୁନା ପଣ୍ଡା,ରାଜା ରେଡ୍ଡୀ, କୁନା ପାଢୀ, ନନ୍ଦ ନାୟକ, ନଗର ଯୁବ ସଭାପତି ସୂର୍ଯ୍ୟକାନ୍ତ ଲେଙ୍କା ,ଆଷିଶ ଖଣ୍ଡପାନ,ସଞୟ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

masiha

ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀ

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

masiha

Leave a Comment

error: Content is protected !!