ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ 

ଢେଙ୍କାନାଳ: ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ ଆଜି ଧନୁ ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ, ସ୍ନାନ, ବେଲ ପତ୍ର, ଫୁଲ ହାର ଲାଗି, ବିଭିନ୍ନ ପ୍ରକାର ଭୋଗ ରାଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ, ସଂଧ୍ୟା ବେଳେ ଆଳତୀ,ସଂଧ୍ୟା ରେ ଘର୍ଷଣୀ କରାଯାଇ ମେଳା ବେଶ ସହ ଚୁଡା ଘଷା, ପଣା ଓ ଧନୁ ମୁଆଁ ଲାଗି କରାଯାଇଥିଲା। ଶିବ ପାର୍ବତୀଙ୍କୁ ସାତ ଘେରା ମନ୍ଦିର ପରିକ୍ରମା କରାଯାଇଥିଲା। ପୂଜକ ତୁଷାର ରଂଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡା ପୂଜାର୍ଚ୍ଚନା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମା ତାରିଣୀଙ୍କ କଳସ ଯାତ୍ରା ଅନଷ୍ଠିତ 

Sunil Chandra Nayak

ତାକରଡାରେ ପଞ୍ଚୁଦଣ୍ଡ ମହାମିଳନ 

masiha

ହାଣ୍ଡିଫୁଟା ଗ୍ରାମରେ ପ୍ରସିଦ୍ଧ ପାତା ପର୍ବ

Sunil Chandra Nayak

Leave a Comment

error: Content is protected !!