ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ମଣ୍ଡି ଉଦ୍ଘାଟିତ 

ଧାନ ମଣ୍ଡି ଉଦ୍ଘାଟିତ 

ରାୟଗଡା /ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗଜବାହାଲ ନିୟନ୍ତ୍ରଣ ବଜାର କମିଟି (ଆର ଏମ୍ ସି ) ଠାରେ ଧାନ ମଣ୍ଡି ଉଦ୍ ଘାଟନ କରାଯାଇଛି। ଏହି ଧାନ ମଣ୍ଡି କୁ ବିଷମକଟକ ତହସିଲଦାର କେ ଭେଙ୍କଟଶ୍ୱର ରେଡି ଉଦ୍ ଘାଟନ କରିଛନ୍ତି। ଏହି ଉଦ୍ ଘାଟନ ସମୟରେ ସ୍ଥାନୀୟ ସରପଞ୍ଚ, ବିଷମକଟକ ସରପଞ୍ଚ , ଯୋଗାଣ ବିଭାଗର ଅଧିକାରୀ ଦେବଦତ୍ତ ଲେଙ୍କା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ,ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ସମବାୟ ସମିତିର କର୍ମଚାରୀ , ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ,ତତ୍ ସହିତ ସମସ୍ତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ପରିଚାଳନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

masiha

ପୋପରଡା ପ୍ରସିଦ୍ଧ ରଜୋତ୍ସବ ଓ ସମ୍ବର୍ଧନା ସଭା

masiha

ଧାନ କ୍ଷେତ ଫାଟି ଆଁ କରିଛି, ଏଣେ ଧାନ ମଣ୍ଡି ପଞ୍ଜିକରଣ ପାଇଁ ପ୍ରଶାସନ ର ଭେଳିକି 

Sunil Chandra Nayak

Leave a Comment

error: Content is protected !!