ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍କୁଲ ପଛ ପଟ କାଜୁ ଜଙ୍ଗଲରୁ କାଇମାଟି ହାଇସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର

ସ୍କୁଲ ପଛ ପଟ କାଜୁ ଜଙ୍ଗଲରୁ କାଇମାଟି ହାଇସ୍କୁଲ ୱାଚମ୍ୟାନର ମୃତଦେହ ଉଦ୍ଧାର

ଢେଙ୍କାନାଳ (ମନିସ )20/12/24 // ଢେ଼ଙ୍କାନାଳ ସଦର ଥାନା କାଇମାଟି ହାଇସ୍କୁଲ ପଛ ପଟ କାଜୁ ଜଙ୍ଗଲ କାଜୁ ଗଛରେ ନିଜ ଗାମୁଛା ବେକରେ ରଶି ଲାଗି ଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ମୃତକ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି ।

ମୃତ ଯୁବକ ଜଣଙ୍କ କାଇମାଟି ଜୁଆଙ୍ଗ ସାହିର ସନ୍ତୋଷ ପ୍ରଧାନ ବୋଲି ଜଣାପଡିଛି। ସନ୍ତୋଷ କାଇମାଟି ହାଇ ସ୍କୁଲରେ ୱାଚମ୍ୟାନ ଭାବେ କାମ କରନ୍ତି।ସେ ସ୍କୁଲକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲେ। ଆଜି ଅପରାହ୍ନରେ ସ୍କୁଲ ପଛ କାଜୁ ଜଙ୍ଗଲରୁ ସନ୍ତୋଷଙ୍କ ନିଜ ଗାମୁଛା ବେକରେ ଲାଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

masiha

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!