ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଇବା ପାଣି ପାଇଁ ଜଳଛତ୍ର ଖୋଳାଯାଉ

ଉତ୍କେଲା,୨୧/୦୪,ନିପ୍ର କେସିଙ୍ଗା ବ୍ଲକ ଉତ୍କେଲା କୁ ପ୍ରାୟତଃ ଗୁରବାର ହାଟ ଦିନ ବାହାର ଅଞ୍ଚଳର ଗାଁ ଲୋକେ ବଜାର କରିବା ପାଇଁ ଆସିଥାନ୍ତି। ଡହଡହ ଖରାକୁ ପିଇବା ପାଇଁ ପାଣି ଟୋପେ ବାଟରେ ହେଉ ବା ବଜାରରେ ଅନେକ ଲୋକ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛି। ମାର୍ଚ ମାସ ସରି ଏପ୍ରିଲ ସରିବାକୁ ବସିଲାଣି ଏଯାଏଁ ଜଳଛତ୍ର ଟିଏ ଖୋଲାଯାଇନାହିଁ। ଲୋକ ପିଇବା ପାଇଁ ନଳକୁପ ମାନଙ୍କରେ ବୋତଲ ଧରି ପିଇବା ପାଣି ସଂଗ୍ରହ କରୁଥିବା ନଜରକୁ ଆସିଛି। ପଞ୍ଚାୟତ ର ଛକ ମାନଙ୍କରେ ତୁରନ୍ତ ଜଳଛତ୍ର ଖୋଲିବା ପାଇଁ ଦାବୀ କରାଯାଉଛି।ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କେସିଙ୍ଗା କାଉନସିଲର ଆସନରେ ବିଜୟୀ ବିଜେଡି ୯ କଂଗ୍ରେସ ୧ ବିଜେପି ୧ ସ୍ବାଧୀନ ୧

Sunil Chandra Nayak

ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର

Sunil Chandra Nayak

Leave a Comment

error: Content is protected !!