ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

ଢେଙ୍କାନାଳ, ୨୧/୧୨: ଡେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦଦାତା, ସଭାପତି ଓ ସଂଗଠକଙ୍କ ଉପସ୍ଥିତ କ୍ରମେ ସ୍ଥାନୀୟ ହାଟରୋଜ ସ୍ମିତ ନିଜସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ନିମ୍ନଲିଖୂତ ବିଷୟରେ ଆଲୋଚନା କରାଯାଇଥିଲା । ବିଗତ ଦିନରେ ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦ ଜିଲ୍ଲା କମିଟି ଗଠନ କରାଯିବା ପରିପ୍ରେକ୍ଷୀରେ ଚନ୍ଦ୍ରମଣୀ ମଲିକଙ୍କୁ ସମ୍ପାଦକ ଏବଂ ଜିଲ୍ଲା ସଭାପତି ସରୋଜ ମଲ୍ଲିକ ଓ କୋଷାଧକ୍ଷ ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ପରିଚାଳନା ଜମିଟିକୁ ନେଇ ଏହି ନିଷ୍ପତି ନିଆଯାଇଥୁଲା କି ସଂଗଠନ ପ୍ରତିଷ୍ଠା ହେବା ସମୟରେ ଜିଲ୍ଲା କମିଟିରେ ସଦସ୍ୟ ଥିବା ସମସ୍ତ ମେମ୍ବରମାନଙ୍କ ସହ‌ମତି ଭିଟିରେ ଜିଲ୍ଲା ସଭାପତି ଭାବେ ସରୋଜ ମଲ୍ଲିକଙ୍କୁ ନିର୍ବାଚିତ କରାଯାଇଥିଲା । ଉକ୍ତ ବିଷୟ ଆଲୋଚନା ସମୟରେ ଅବସରପ୍ରାପ୍ତ ରାଜ୍ୟ ରାଜସ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଉପସ୍ଥିତିରେ ଜମିଟିର ସାମ୍ବିଧାନିକ ପ୍ରସ୍ତୁତ କରି ସମାଜର ସରକାର ସୀକୃତି ପାଇବା ନିମନ୍ତେ ଆଇ.ଜି.ଆଉ ଓଡିଶା କଟକଙ୍କ ଅବଗତି ତଥା ପଞ୍ଜିକରଣ ନିମନ୍ତେ ସର୍ବସମ୍ମତି କ୍ରମେ ଯାହାଙ୍କୁ ସଭାପତି ଘୋଷଣା କରିଥିଲେ ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ଶ୍ରୀନିବାସ ମଲିକ ନାମକ ବ୍ୟକ୍ତି ସଂଚକତା ସୃଷ୍ଟି କରି ତାଙ୍କର ଦୁଇପୁଅ ଜଣେ ପ୍ରସ୍ତାବକ ଓ ଅନ୍ୟଜଣେ ସମର୍ଥକ ଥିବା ଦର୍ଶାଇ ନିଜକୁ ସଭାପତି ଏବଂ ତାଙ୍କର ସମ୍ପର୍କୀୟ ରାଣିଳୀ କ୍ୱାଇଁଙ୍କୁ କୋଷାଧ୍ୟକ୍ଷ ପଦରେ ଅଲିଶକ୍ତି କରାଇବା ଯାହାକି ପରିଷଦର ସମସ୍ତ ସଦସ୍ୟମାନେ ଏହା ଜାଣିପାରି ଶ୍ରୀନିବାସ ମଲିକ ପ୍ରଭୃତିଙ୍କୁ ବହିଷ୍କାର କରାଇବା ଏବଂ ପୂର୍ବରୁ ପରିଷଦ ତରଫରୁ ଯାହାକୁ ସଭାପତି କରାଯାଇଥୁଲା ତାଙ୍କର ନାମକୁ ସଭାପତି ପଦବୀରେ ଅଭିଶିକ୍ତ ଜରାଇବା ନିମନ୍ତେ ଜିଲ୍ଲା ଉନ୍ନୟନ ପରିଷଦ ତରଫରୁ ଦୃଢ ଦାବୀ କରାଯାଇଛି । ଉପରୋକ୍ତ ପ୍ରେସ୍ ବାର୍ତା ସମୟରେ ଢେଙ୍କାନାଳ ପାଣି ସମାଜ ରନ୍ଵୟନ କମିଟି ସଂଗଠନର ଉପଦେଷ୍ଟା ଶ୍ରୀକାନ୍ତ କୁମାର ମଲିକ, ସରୋଜ ମଲିକ ଓ ମୁଖ୍ୟ ସଂଗଠକ ଶ୍ରୀଧର ମଲ୍ଲିକ ପ୍ରଭୃତି ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

Observing Independence day with a plantation.

masiha

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

masiha

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

masiha

Leave a Comment

error: Content is protected !!