ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

ବନ୍ଧୁଗାଁ ତା, ୨୬/୧୨/୨୪,ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟଙ୍କ ନିର୍ଦେଶକ୍ରମେ ଆଜି ସାରା ଓଡିଶାର ସମସ୍ତ ଜିଲ୍ଲା ଓ ବ୍ଲକ ର ସଭାପତିଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯାଇଁ ଥିଲାକି ଯେ ଆସନ୍ତାକାଲି ଆଜି ତଥା ୨୬/୧୨/୨୦୨୪  ରିଖ ଗୁରୁବାର ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ (ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ) ର ସମସ୍ତ ଚାରି ଗୋଟି ବ୍ଲକର ବିଜେଡି ପ୍ରେମୀ ଙ୍କୁ ନେଇ ନାରାୟଣ ପାଟଣା ବ୍ଲକର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଟା ଦିବସ ପାଳନ କରାଯାଇଥିଲା ।ଏହି ଅବ ସରରେ ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରକୁ ପୁଷ୍ପ ମାଲ୍ୟ ଦେଇ ଆଜିର ପ୍ରତିଷ୍ଟା ଦିବସକୁ ଆଗକୁ ନେଇଥିଲେ Iଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା, ଓ ସନ୍ନମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା,ନାରାୟଣ ପାଟଣା ବ୍ଲକର ଅଧ୍ୟକ୍ଷ ଶ୍ରୀ ଗଲାଦି ତିରନାଥ,ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ନାରାୟଣ ପାଟଣା ବ୍ଲକର ବ୍ଲକ ସଭାପତି ଶ୍ରୀ ଏସ. ଏଗିନାରାୟଣ, ବନ୍ଧୁଗାଁ ବ୍ଲକ ସଭାପତି ବାଲା ନାଗ, ଦସମନ୍ତ ପୁର ବ୍ଲକ ସଭାପତି ଧର୍ମେନ୍ଦ୍ର ଖରା, ଲଷ୍ମୀପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଏଣୁ ବନ୍ଧୁଗାଁ ବ୍ଲକର ପୂର୍ବତନ ସାଂସଦ ପ୍ରତିନିଧି ଦୁର୍ଯ୍ୟ ନାଗ,ଲଷ୍ମୀପୁର ବ୍ଲକର ପୂର୍ବତନ ବିଧାୟକ ପ୍ରତିନିଧି, ଛାତ୍ର ବୃନ୍ଦ,ସମସ୍ତ ମହିଳା,ଯୁବ ଓ ଦସମନ୍ତ ପୁର ବ୍ଲକର କର୍ଡି ନେଟର,ନାରାୟଣ ପାଟଣା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ଲଳିତ ନାରାୟଣ ଓ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହି ଆଜିର ବିଜେଡି ଦଳର ୨୮ ତମ ପ୍ରତିଷ୍ଟା ଦିବସ ଉପରେ କିଛି ମନ୍ତବ୍ୟ ଦେଇଥିଲେ I ଆଜିର କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ ଭାବରେ ଏହି ୨୮ ତମ ପ୍ରତିଷ୍ଟା ଦିବସ କାର୍ଯ୍ୟକ୍ରମକୁ ନାରାୟଣ ପାଟଣା ବ୍ଲକର ଆଗ ଧାଡିର ଟାଣୁଆ ବିଜେଡି ନେତା ଶ୍ରୀ ଦୟାନନ୍ଦ ସାହୁ ପରି ଚାଳନା କରିଥିଲେ I

 ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର 

Related posts

ବିଜେଡି ଜିଲ୍ଲା ସଭାପତିଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା

Sunil Chandra Nayak

ମାଆ ଙ୍କ ଆଶିଷ ଭିକ୍ଷା କଲେ ଭକ୍ତ ନର୍ଲା ବିଧାନସଭା ପାଇଁ ଲଢ଼ିବି:- ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ

masiha

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!