ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନିକିଆ ଗସ୍ତରେ ବାଣିଜ୍ୟ ପରିବହନ, ଇସ୍ତାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ

ଦିନିକିଆ ଗସ୍ତରେ ବାଣିଜ୍ୟ ପରିବହନ, ଇସ୍ତାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ 

ନୂଆପଡା,ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଆସି ବାଣିଜ୍ୟ ପରିବହନ, ଇସ୍ତାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ କରିଛନ୍ତି। ନେସନାଲ କଲେଜ୍ ପରିସର ମଧ୍ୟରେ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ପକ୍ଷ ରୁ ଆୟୋଜିତ ଆନ୍ତ କଲେଜ୍ କବାଡି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ଛାତ୍ର ଜୀବନ ଉପରେ ଆଲୋକପାତ କରି କବାଡି ଖେଳ ଖେଳି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କାର୍ଗିଲ ଯୁଦ୍ଧ ଭଳି ଯୁଦ୍ଧ କରାଇ ବିଜୟୀ ହୋଇଥିଲେ। ନେସନାଲ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରୀଆରରୋଡ ଅଧ୍ୟକ୍ଷା ସୋନିଆ ଜୈନ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ମଞ୍ଚସୀନ ହୋଇଥିଲେ। ଖେଳ ଶିକ୍ଷକ ସରୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

Sunil Chandra Nayak

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

Sunil Chandra Nayak

ଯକୃତରେ ସମସ୍ୟା ଯୋଗୁଁ ପରିବାରର ମୁଖିଆ କୂଳସୂଦନ ଭୋଇଙ୍କ ପରଲୋକ  

masiha

Leave a Comment

error: Content is protected !!