ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ସହରର ବିଶିଷ୍ଟ ଆଳୁ ବ୍ୟବସାୟୀଙ୍କ ହୃଦଘାତରେ ଅକାଳ ବିୟୋଗ 

କାମାକ୍ଷାନଗର ସହରର ବିଶିଷ୍ଟ ଆଳୁ ବ୍ୟବସାୟୀଙ୍କ ହୃଦଘାତରେ ଅକାଳ ବିୟୋଗ 

କାମାକ୍ଷାନଗର (ମନିସ )8/1/25 // କାମାକ୍ଷାନଗର ସହର ଗୋପବନ୍ଧୁ ବଜାର ର ବିଶିଷ୍ଟ ଆଳୁ ବ୍ୟବସାୟୀ ୰ଦେବରାଜ ସାହୁଙ୍କର ଆଜି ସକାଳ ୯ ଘଟିକା ସମୟରେ ହୃଦଘାତରେ ଅକାଳ ବିୟୋଗ ହୋଇଯାଇଛି ।

ତାଙ୍କର ବିୟୋଗ ଆମ ପାଇଁ ଅତ୍ୟନ୍ତ କଷ୍ଟଦାୟକ । ସେ ଜଣେ ଉଚ୍ଚକୋଟୀର ଆଳୁ ବ୍ୟବସାୟୀ ଭାବରେ ଆଖ ପାଖ ଅଞ୍ଚଳରେ ସଭିଙ୍କ ଠାରୁ ବେଶ୍ ଆଦୃତିଲାଭ ପାଇଥିଲେ ତତ୍‌ସହ ସେ ଅତ୍ୟନ୍ତ ସରଳ, ଅମାୟିକ ଓ ପରିଶ୍ରମୀ ସ୍ୱଭାବର ବ୍ୟକ୍ତି ଥିଲେ । ଶୋକାକୁଳ ପରିବେଶ ଭିତରେ ତାଙ୍କ ପାର୍ଥୀଵ ଶରୀର କୁ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ମସିହା ପରିବାର ତରଫରୁ ଜଣାଉଛୁ । ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଆରଟିଓର ମିଳିତ ହେଲମେଟ ଯାଞ୍ଚ ଅଭିଯାନ, ଟ୍ରାଫିକ ନିୟମ ପାଳନ ଉପରେ ଗୁରୁତ୍ୱ

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

Sunil Chandra Nayak

ଜାତୀୟ ପୋଷ୍ଟଲ ସପ୍ତାହ ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୋଷ୍ଟ ଅଫିସ ରେ ଗ୍ରାହକ ସଚେତନତା ଵୈଠକ

Sunil Chandra Nayak

Leave a Comment

error: Content is protected !!