ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା 

କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା 

ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ପାଇଁ ଆଜି ଛାତ୍ରୀ ଛାତ୍ର ଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଓ ଏନ୍ ଏସି ସ୍ତର ରୁ ଉନ୍ନୀତ ହୋଇ ଆସିଥିବା ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର, ମହିଳା ମହାବିଦ୍ୟାଳୟ ଠାରେ ପ୍ରତିଯୋଗିତା ସବୁ ଆୟୋଜିତ ହୋଇଥିଲା । 

ମହାବିଦ୍ୟାଳୟ ସ୍ତର ତର୍କ ପ୍ରତିଯୋଗିତାରେ ଚୂଡ଼ାମଣି ମାଝୀ ପଞ୍ଚାୟତ ମହାବିଦ୍ୟାଳୟ ପ୍ରଥମ, ସ୍ନେହମୟୀ ରାଉତ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଜୟପାଟଣା ଦ୍ବିତୀୟ ଓ ଅର୍ଜୁନ ବାଗ, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ତୃତୀୟ ସ୍ଥାନ ହାସଲ କରି ଛନ୍ତି । ସେହି ପରି ପରିଛଦ ଲିଖନ  ନିବେଦିତା ରାଉତ ,ଇନ୍ଦ୍ରାବତୀ ମହାବିଦ୍ୟାଳୟ ପ୍ରଥମ , ମନିଷା ବିଶି, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ଦ୍ବିତୀୟ ଏବଂ କବିତା ମାଝି, ସର୍ବମଙ୍ଗଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରି ଛନ୍ତି । 

କୁଇଜ ରେ ଭାଗିରଥି ରଣା ଓ ଟୁନା ମହାନନ୍ଦ, ସର୍ବମଙ୍ଗଳା ମହାବିଦ୍ୟାଳୟ ପ୍ରଥମ,ଅର୍ଜୁନ ବାଗ ଓ ଖଗେଶ୍ବର ହଂସ, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ଦ୍ବିତୀୟ,କଣ୍ଠ ସଂଗୀତ ରେ ପତି ସରାପ,ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ ପ୍ରଥମ,ଧରିତ୍ରୀ ପାଣିଗ୍ରାହୀ, ମହିଳା ମହାିଦ୍ୟାଳୟ, ଧର୍ମଗଡ ଦ୍ବିତୀୟ, ସୁପ୍ରିୟା ବେହେରା, ମଡର୍ଣ କଲେଜ, ଧର୍ମଗଡ ତୃତୀୟ ସ୍ଥାନ ହାସଲ କରିଛନ୍ତି।କୃତୀ ପ୍ରତିଯୋଗୀ ମାନ ଙ୍କୁ ମୂଖ୍ୟ ଉତ୍ସବ ରେ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଝରୀଗାଁ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ

masiha

ରାଇରଙ୍ଗପୁର ଠାରେ ୯୦ତମ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!