ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଅଦ୍ୟ ତା 11.01.25 ରିଖ ଶନିବାର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳରେ NCC ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପିଲାମାନେ ପୋଷ୍ଟର, ବ୍ୟାନର ପ୍ରଦର୍ଶନ ସହିତ ସଡକ ସୁରକ୍ଷା ଜୀବନ ରକ୍ଷାର ନାରା ଦେଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଓ NCC ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲୋଚନା ଭୁତିଆ ଓ ଶ୍ରୀମତୀ ମାମାଲି ମିଶ୍ରଙ୍କ ମାର୍ଗଦର୍ଶନରେ ଏହି ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ସମସ୍ତ NCC ପିଲାମାନଙ୍କ ସଫଳ ଅଂଶଗ୍ରହଣରେ ଏହି ସଚେତନତା ଅଭିଯାନ ପ୍ରଭାବଶାଳୀ ଓ ଜନାଦୃତ ହୋଇପାରିଥିଲା l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

ଡ଼ାବୁଗାଁ କୃଷି ଫାର୍ମ ରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ 

masiha

ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, ଷ୍ଟେଚର ର ବି ଅଭାବ,  ଆମ୍ବୁଲାନ୍ସ ଚକ ପଂଚର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

masiha

Leave a Comment

error: Content is protected !!