ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

ନର୍ଲା:- ସାମ୍ବାଦିକ ସହଯୋଗ କଲେ ଆମେ ସଫଲ ହେବୁ ବୋଳି। ନୂତନ ଭାବେ ଯୋଗଦେଇଥିବା ଆଇ ଆଇ ସି ବିଜୟ ରାଜ ମାଝୀ ପ୍ରକାଶ କରିଛନ୍ତି। ନୂତନ ଆଇ ଆଇ ସି ଶ୍ରୀ ମାଝୀ ପୂର୍ବରୁ ଜୁନାଗଡ, ସଦର ଭବାନୀପାଟଣା, ବିଶ୍ଵନାଥପୁର, ଠାରେ ଆଇ ଆଇ ସି ରୁପେ କାର୍ଯ୍ୟ ତୁଲାଉଥିଲେ। ଶ୍ରୀ ମାଝୀ କହିବା ଅନୁଯାୟୀ ନର୍ଲା ରେ ଚାଲିଥିବା ସଟ୍ଟା, ଚୋରା ମଦ କାରବାର , ଚୋରା ଗଞ୍ଜେଇ ଚାଲାଣ କୁ ଗୁରୁତ୍ବ ଦିଆଯିବ ବୋଲି ପ୍ରକାଶ କରିଥିଲେ। ବିଶେଷ କରି ମଦୁଆମାନଙ୍କର ଦୋରାତ୍ମ୍ମା ବଢୁଥିବାରୁ ସେମାନଙ୍କୁ ମୋ ପୋଲିସ୍ ବାହିନୀ ସଦା ବେଳେ ସଜାଗ ଅଛନ୍ତି ବୋଳି ଆଇ ଆଇ ସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

masiha

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ/ ନେତା ମାଳ ମାଳ କାମ ଦୁର୍ବଳ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା… ଆଜି ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

Leave a Comment

error: Content is protected !!