ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

ବେଳପଡ଼ା, ୧୧|୧: ବଲାଙ୍ଗିର ଜିଲ୍ଲା ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଛନ୍ତି। 

ପୂର୍ବତନ ସଭାପତି ନରେଶ କୁମାର ସେଠ ଙ୍କ ଅଧ୍ୟକ୍ଷତାରେ ବେଳପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୧୮ ବ୍ୟାଚ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରାଯାଇଥିଲା। ଏବଂ ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭିପତି ଭାବେ ଦୁର୍ଯ୍ୟୋଧନ ଚିରାଗନ, ଉପ ସଭାପତି ଯୁଧିଷ୍ଠିର ବର୍ଗେ, ଚିନ୍ତାମଣୀ ପାଢୀ, ସଂପାଦକ ଅଶୋକ କୁମାର ଛତ୍ରିଆ, ସହ ସଂପାଦକ ବିଶ୍ବନାଥ ପ୍ରଧାନ, ଖଗେଶ୍ୱର ହରପାଲ, କୋଷାଧ୍ୟକ୍ଷ ରଘୁନାଥ ପରୁଆ, ସହ କୋଷାଧ୍ୟକ୍ଷ ଗୁରୁବାରୁ ଧରୁଆ, ଗଣମାଧ୍ୟମ ସଂଯୋଜକ ପ୍ରଭୁଦାସ କୁମାର, ବାସୁଦେବ କୁମାର, ପ୍ରମୋଦ କୁମାର, ସମୀକ୍ଷକ ବନଦେବ ପାଢୀ, ପରାମର୍ଶ ଦାତା ଦେବାନନ୍ଦ ମେହେର, ବୁଡୁ ବାଗ, ଯୁବରାଜ ବିଭାର,ଲୋହିତ ଗଡତିଆ, ଜନଜୀବନ ଖମାରୀ, ତୁଳାରାମ ମାଝୀ,ଜୟଦେବ ପାଣିଗ୍ରାହୀ, ସବ୍ୟସାଚୀ ବର୍ଗେ ଖଜେନ୍ଦ୍ର ପାତ୍ର, ଭୂବନ ଧରୁଆ, ଙ୍କୁ ସମସ୍ତ ଶିକ୍ଷକ ଚୟନ କରିଥିଲେ। ଉକ୍ତ ବୈଠକ ରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ସଭାପତି କନ୍ହେଇ ଚରଣ ଠାକୁର ଓ ଜିଳ୍ଲା ସଂଯୋଜକ ଯଶୋବନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ମାତୃ ବିୟୋଗରେ ଶୋକ ର ଛାୟା 

ନାୟକ ଅକ୍ଷୟ ରାଜହସ୍ତୀ ଙ୍କୁ ମିଳିଲା “ଦରବାର ସାହିତ୍ୟଚକ୍ର ସମ୍ମାନ”

Sunil Chandra Nayak

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

Leave a Comment

error: Content is protected !!