ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ 

କଟକ : ୪୨ ମୌଜା କୂଳକଳପଡ଼ା ଗ୍ରାମର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବୈରାଗୀ ଚରଣ ପରିଡ଼ା (୮୪)ଙ୍କ ନିଜସ୍ଵ ବାସ ଭବନରେ ପରଲୋକ ଗମନ ଘଟିଛି । ଉକ୍ତ ଦୁଃଖଦ ଖବର ଶୁଣି ୪୨ ମୌଜା ତଥା କଟକ ସଦର ବାସୀ ମ୍ରିୟମାଣ ହେବା ସହ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ସମସ୍ତ ୪୨ ମୌଜା ବାସୀ, ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ସଭାପତି ଇଂ.ଆଶୋକ ବିଶ୍ଵାଳ,ଜୟକୃଷ୍ଣ ମୁଦୁଲି, ଅକ୍ଷୟ କୁମାର ବେହେରା ଓ ବୈଶ୍ନୋ ୱେଲନେସ୍ ପରିବାର ବର୍ଗ ମର ଶରୀର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବଡ଼ ପୁଅ ବିହତ ରଞ୍ଜନ ପରିଡା ମୁଖଗ୍ନୀ ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

ଅବହେଳିତ ଅବସ୍ଥାରେ ଉମରକୋଟ ବ୍ଳକ ସଂସାରୀ ପ୍ରାଥମିକ ବିଦ୍ୟାଳୟ 

masiha

ସୃଜନୀ ପକ୍ଷରୁ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ ” ଚନ୍ଦ୍ରମଲ୍ଲୀ “

Leave a Comment

error: Content is protected !!