ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୂଷଣ ଛକରେ ଟ୍ରକ୍ ସହ ବାଇକ୍ ଦୁର୍ଘଟଣା

ଢ଼େଙ୍କାନାଳ:ଟାଟା ଷ୍ଟିଲ, ମେରାମଣ୍ଡଳୀ କାରଖାନା ସମ୍ମୁଖ ଭୂଷଣ ଛକ ଠାରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟ ରେ OD 35E25790 ନମ୍ବର ବିଶିଷ୍ଟ ଟ୍ରକ ଜଣେ ବାଇକ୍ ଆରୋହୀ କୁ ଧକ୍କା ମାରିବା ରୁ ଯୁବକ ଜଣକ ମୃତ୍ୟୁ ମୁଖରୁ ସାମାନ୍ୟ ବର୍ତ୍ତି ଯାଇଛି।

 ଘଟଣା ରୁ ପ୍ରକାଶ ଯେ ଯୁବକ (ନାଆଁ ଜଣା ପଡିନାହିଁ) କାରଖାନା ରୁ ବାହାରି ଘରକୁ ଫେରିବାକୁ ଉଦ୍ୟତ ହେଉଥିବା ବେଳେ ଆଗରୁ ଧକ୍କା ଦେଇ ଥିଲା । ଯୁବକ ଟି ସାମାନ୍ୟ ଆଘାତ ପାଇ ଥିବା ବେଳେ ବାଇକ୍ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଉପସ୍ଥିତ କର୍ମଚାରୀ ଓ ଜନସାଧାରଣ ହୋ ହାଲ୍ଲା କରିବାରୁ ଘଟଣା ସ୍ଥଳ ରେ ସ୍ଥାନୀୟ ପୋଲିସ୍ ପହଞ୍ଚି ବୁଝାସୁଝା କରିବା ସହ ଗାଡ଼ି କୁ ଜବତ କରିବା ସଙ୍ଗେ ସଙ୍ଗେ ଯୁବକ କୁ ଡାକ୍ତରଖନା ପଠାଇ ଦେଇଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଅଧରାମୃତ

Sunil Chandra Nayak

ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ କରଙ୍କ ବିୟୋଗରେ ଶୋକ

Sunil Chandra Nayak

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!