ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

ନବରଙ୍ଗପୁର:(୨୧|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ତଥା ନବରଙ୍ଗପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷା ସ୍ନେହ ଲତା ପଣ୍ଡା ଓ ଜିଲ୍ଲା ସଂଯୋଜିକା ତଥା ଅଧ୍ୟାପିକା ସପ୍ନା ମହାନ୍ତି l ରାଣୀ ଲକ୍ଷ୍ମୀ ବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଚାଲୁ ରହିଥିବା ବେଳେ ମ୍ୟାଡାମ ଦ୍ୱୟ ଯାଇ ସେଠାରେ ଉପସ୍ଥିତ ରହି ଆତ୍ମ ସୁରକ୍ଷା ତାଲିମ ର କୌଶଳ ଆଭିମୁଖ୍ୟ ଉପରେ ଏହାର ଲକ୍ଷ୍ୟ, ଉଦ୍ଦେଶ୍ଯ ଉପରେ ନିଜର ବକ୍ତବ୍ୟ ରଖି ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ପରିଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିଥିଲେ l ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଓ ସଂଯୋଜିକା ପ୍ରତିକ୍ଷା ପ୍ରିୟ ଦର୍ଶନି ସ୍ଵାଇଁ ଙ୍କ ସହ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା ସହଯୋଗ କରିଥିଲେ l 

( ମ ନି ସ ) 

Related posts

ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ତଥା ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ୱାଦିକ ପ୍ରଣବ ବିଶ୍ଵାଳ ସମ୍ବର୍ଦ୍ଧିତ

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

Leave a Comment

error: Content is protected !!