ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁ ଟେକ ବାହାଦୂର ଙ୍କ ୪୦୦ ତମ ଜୟନ୍ତୀ ପାଳିତ

ଖଡ଼ିଆଳ ଗୁରୁସିଂ ସଭା କମିଟି ପକ୍ଷରୁ ଗୁରୁଦେବ ଟେକ ବହାଦୁରଙ୍କ ୪୦୦ ତମ ପ୍ରକାଶ ପର୍ବ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ଶନିବାର ରାତ୍ର ୮ ଘଣ୍ଟା ସମୟରେ ଖଡ଼ିଆଳ ସହରର ସମସ୍ତ ଶିଖ ପରିବାରର ସତାଧିକ ମହିଳା ଓ ପୁରୁଷ ମାନେ ସୁସଜ୍ଜିତ ଗାଡ଼ିରେ ଟେକ ବହାଦୁରଙ୍କ ଫୋଟୋ ରଖି ସଙ୍ଗୀତ ଓ ବାଦ୍ୟ ବଜାଇ ଖଡ଼ିଆଳ ସହରର ପରିକ୍ରମା କରିଥିଲେ । ଖଡ଼ିଆଳ ସଭାପତି ସତପାଳ ସିଂ ଛବଡା, ସଂପାଦକ ଅମୃତ ସିଂ ଖଣ୍ଡୁଜା ଓ ଯୁଗ୍ମ ସମ୍ପାଦକ ରିମା ଗର୍ଜଙ୍କ ସମେତ ଶିଖ ସମାଜର ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମରକଟା ଠାରେ ନୂଆଁଖାଇ ଭେଟଘାଟ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିର୍ବାଣ

Sunil Chandra Nayak

ସମ୍ପର୍କର ‘ ନାଟ୍ଯ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!