ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ 

ଢେଙ୍କାନାଳ (୨୮/୦୧/୨୦୨୫) : ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ ହୋଇଯାଇଛି।ପ୍ରଥମ ଥର ପାଇଁ ସୌନ୍ଦର୍ୟା ପରିବାର ଢେଙ୍କାନାଳ ସହରରେ ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ଉପଚାରର ସୁଯୋଗ ନେଇ ଆସିଛି ବିବାହ ପୂର୍ବରୁ ଶରୀରର ସୌନ୍ଦର୍ଯ୍ୟ ରେ ନିଖାର ଆଣିବା ପାଇଁ ବଡି ସ୍ପା, ଷ୍ଟିମ ବାଥ, ଲାକଟିକ ଏସିଡ ବାଥ, ଟୂଥ ସ୍ପା, ପାଦ ଆଉ ହାତ ର ଉପଚାର କରାଯାଏ, ଲେଜର ମାଧ୍ୟ୍ୟମରେ କୋରିଆନ ଗ୍ଲାସ ଫେସିଆଲ, ହୋଲିଉଡ ଫେସିଆଲ ଇତ୍ୟାଦି କରାଯାଏ, ଏହା ଉଭୟେ ନାରୀ ଓ ପୁରୁଷ ମାନଙ୍କ ପାଇଁ ଉପଲବ୍ଧ, ଏହା ବ୍ୟତୀତ permanent hair removal, tatoo removal, cryolipolysis , diamond dermabrasion, ଭଳି ଅତି ଆଧୁନିକ ଉପଚାର ସହରରେ ପ୍ରଥମ ଥର ପାଇଁ ନେଇ ଆସିଛି। ଶରୀର ରୁ ଚର୍ବି କମାଇବା ପାଇଁ cryolipolysis ଭଳି ବୈଜ୍ଞାନିକ ପଦ୍ଧତି ରେ treatment କରାଯାଏ। ଡଃ ନିରଦ ଚନ୍ଦ୍ର ରାଉତ ଓ ସ୍ମିତା ରାଣୀ ସାମଲଙ୍କ ତତ୍ବାବଧାନରେ ଏହି ସ୍କ୍ରିନ ଓ ଲେଜର କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଡ଼ଃ ଶକୁନ୍ତଳା ଜେନା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଫିତାକାଟି ଉଦଘାଟନ କରିଥିଲେ। ଏହି ଅନୁଷ୍ଠାନ ଉତ୍ତରାତ୍ତର ଉନ୍ନତି କାମନା କରିବା ସହ ଲୋକମାନଙ୍କୁ ସେବା ଦେଇ ଲୋକପ୍ରିୟ ହେଉ ବୋଲି କହିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ବୈଠକ ଅନୁଷ୍ଟିତ 

masiha

Leave a Comment

error: Content is protected !!