ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ 

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ 

 ମୟୂରଭଞ୍ଜ – ୦୧/୦୨ //ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ହେଁସଡା ଗ୍ରାମ ପଞ୍ଚାୟତର ଖଇରିପାଳ ଗ୍ରାମର ରାଜେନ୍ଦ୍ର ପାତ୍ର(୫୦) ଆଜି ହାଟବାଦଡାରୁ ଘରକୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହେଁସଡା ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆଜି ଅପରାହ୍ନ ୩.୩୦ ରୁ ୪ ଟା ପାଖାପାଖି ସମୟରେରାସ୍ତାରେ ଛିଟିକି ପଡିଥାଲୃ ।ତାଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତର କାମନାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲାସ୍ତରୀୟ  ଅଭିଯୋଗ ଜନଶୁଣାଣି ଶିବିର

Sunil Chandra Nayak

Rayagada Sai Priya Walkers Club Organizes Heart Disease Awareness Camp

masiha

Leave a Comment

error: Content is protected !!