ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ ଜଣେ ୨ ଗୁରୁତର , ଗୁରୁତର ବାରିପଦା ସ୍ଥାନାନ୍ତର 

ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ ଜଣେ ୨ ଗୁରୁତର , ଗୁରୁତର ବାରିପଦା ସ୍ଥାନାନ୍ତର 

 ମୟୂରଭଞ୍ଜ- ୦୧/୦୨ //  ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ମୃତ ଚୌଧୁରୀ ଗିରି(୬୦) , ଗୁରୁତର ହେଲେ କୁଲୁଡିହା ଗ୍ରାମ୍ୟ ଚୌଧୁରି ଗିରି ନିଜ ଦୋକାନ ବନ୍ଦ କରି ଆଜି ଅପରାହ୍ନରେ ୪ ଠାରେ ଘରକୁ ଫେରୁଥିବା ସମୟରେ କୁଲଡ଼ିହା କେନାଲ ପାଖରେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ଦୁର୍ଘଟଣା ଘଟିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲ କୁ ପହଞାଇଥିଲେ । ଡାକ୍ତର ଚୌଧୁରୀ ଗିରିଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥାନାନ୍ତରିତ କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ରେ ତାଲା ପକାଇଲେ ବିଦ୍ୟାଳୟ ପରିଚାଳନା କମିଟି

masiha

Leave a Comment

error: Content is protected !!