ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

ଆଜି ଢେ଼ଙ୍କାନାଳ ଚାମ୍ବର ଅଫ କମର୍ସ ବାଣିଜ୍ୟ ଭବନ ରେ ବାଙ୍ଗାଲୋର ର ଡେରି ଡେ ନାମରେ ଏକ ଆଇସ୍ କ୍ରିମ ନୂତନ ଭାବେ ଢେ଼ଙ୍କାନାଳ ରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟବସାୟ। କମ୍ପାନୀର ସିନିୟର୍ ସେଲସ ମ୍ୟାନେଜର ହରେକୃଷ୍ଣ କେ ଆଇସ କ୍ରିମ ର ମାନ ଉପରେ ଉପସ୍ଥିତ ଥିବା ଶତାଧିକ ବ୍ୟବସାୟୀ ମାନଙ୍କୁ ଅବଗତ କରାଇଥିଲେ ।ଏହି ଆଇସ କ୍ରିମ ସାଇ ଇନ୍ଦୁ ଟ୍ରେଡର୍ଷ ମାର୍ଫତ ରେ ଢେଙ୍କାନାଳ ରେ ତାର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି। ଏହି ବ୍ୟବସାୟ ପ୍ରମୋଦ କୁମାର ମହାପାତ୍ର ଓ ସୂର୍ଯ୍ୟକାନ୍ତ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହେବାକୁ ଯାଉଅଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

masiha

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

masiha

Leave a Comment

error: Content is protected !!