ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବଢ଼ି ଚାଲିଛନ୍ତି ନକଲି ଡାକ୍ତର (କ୍ବାକ) ସେମାନଙ୍କ ପ୍ରତି ଦୃଷ୍ଟି ଦେଉନାହାନ୍ତି ସ୍ବାସ୍ଥ୍ୟ ବିଭାଗ। ସାମ୍ବାଦିକ ମାନଙ୍କ ଭୟରେ ନକଲି ଡାକ୍ତର ଏବେ ନକଲି ସାମ୍ବାଦିକ ସାଜୁଥିବା ଦେଖିବାକୁ ମିଳୁଛି। କୌଣସି ଏକ ଅଣ ପଞ୍ଜିକୃତ ସଂସ୍ଥା ର ବୁମ ଓ ପରିଚୟପତ୍ର ଆଣି ଉକ୍ତ କ୍ବାକ ମାନେ ନିଜକୁ ସୁରକ୍ଷିତ ରଖୁଛନ୍ତି। ପୂର୍ବରୁ ଅନେକ ଗୁଡ଼ିଏ କ୍ବାକ ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିବା ବେଳେ ଏବେ ବେଲପଡା ବ୍ଳକ ଖଲିପଥର ଗାଁ ର କେତକ କ୍ବାକ୍ ନକଲି ସାମ୍ବାଦିକ ସାଜିଥିବା ନଜିର ଆସିଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ନଦୀ ର ଉତ୍ପତ୍ତିସ୍ତଳୀ:ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ହେବା ସତ୍ତ୍ୱେ ଅବହେଳିତ

Sunil Chandra Nayak

Distribution of Fruit-Bearing Saplings under ‘Green Legacy Mission–2026’

Sunil Chandra Nayak

ଵଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!