ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧିମାରେ ଚାଲିଛି ପାନୀୟଜଳ ମେଘା ପ୍ରଜେଟ୍

ଧିମାରେ ଚାଲିଛି ପାନୀୟଜଳ ମେଘା ପ୍ରଜେଟ୍

ତୁରେକେଲା: ଧୀରେ ଧୀରେ ଖରା ବଢିବାରେ ଲାଗୁଛି ଗାଁ ମାନଙ୍କରେ ପାଣି ଶୁଖିବା ଦେଖିବାକୁ ମିଳିଲାଣି ଲୋକେ ପାଣିପାଇଁ ହନ୍ତସନ୍ତ ହେଉଥିଲେ ମଧ୍ୟ ମେଘା ପାନୀୟଜଳ ପ୍ରଜେଟ୍ କୁ ଟିକେ ହେଲେ ଖାଟିର୍ ନାହିଁ ।ଲୋକେ ଭାବୁଛନ୍ତି ମେଘା ସଂସ୍ଥା ପଡୋଶୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୟାଲ ଇନ୍ଦ୍ର ଜଳସେଚନ ( ତିଖାଲି )ରୁ ପାଣି ଉଠାଇ ଆମ ଅଞ୍ଚଳରେ ଯୋଗେଇଦେଲେ ଆମେ ପାଣି ପାଇଁ ବିକଳ ହେବୁ ନାହିଁ । ଏଭଳି ଏକ ଆସାବାନ୍ଧି ରହିଥିବା ଅଞ୍ଚଳ ହେଇଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳ ।ଗତ ଦୁଇବର୍ଷ ହେବ ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ସ୍ଥିତ ମୁଣ୍ଡକାନି ରେ ଚାଲିଥିବା ମେଘା ପାନୀୟଜଳ ପ୍ରଜେଟ ଆଜି ଯାଏଁ କିଛିବି କାମ ସୁଫଳ ହୋଇପାରି ନାହିଁ । ଏହି ପ୍ରଜେଟ୍ କାମ ଆଉ କେତେ ବର୍ଷରେ ସେଶହେବ କେହି ଜାଣିପାରି ନାହାନ୍ତି । ଏହା ପ୍ରତି ଜିଲ୍ଲା ପ୍ରଶାସନ କାମ କେମିତି ଶୀଘ୍ର ହେବା ପାଇଁ ଧ୍ୟାନ ଦେଲେ ଅଞ୍ଚଳ ବାସି ପାଣି ପାଇ ପାରିବୁ ବୋଲି ଆଶାବାନ୍ଧି ରହିଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ 

masiha

ସ.ଶି.ବି.ମ ବୋର୍ଡ଼ାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

Sunil Chandra Nayak

ଗରିମା ଅନୁଷ୍ଠାନର ଓଡିଶା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!