ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

 ମୟୂରଭଞ୍ଜ -୨୭/୦୨ // ରାଇରଙ୍ଗପୁର ସହରଠାରୁ ୫ କିମି ଦୂର ପାନପୋଷି – ସିମିଳିନାଳି ସଂରକ୍ଷିତ ଜଙ୍ଗଲରେ ବହୁ ପ୍ରସିଦ୍ଧ ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଙ୍କୁ ମୁକ୍ତାକାଶ ରେ ରାଜା ରୁଜୁଡୁଡା ଅମଳରୁ ପୂଜାର୍ଚ୍ଚନା କରାଯାଇ ଆସୁଛି ।ଏହି ପ୍ରାକୃତିକ ପରିବେଶ ଵେଷ୍ଟନୀରେ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ବାବାଙ୍କ କରୁଣା ଲାଭ କରନ୍ତି ।ବହୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ବ୍ରତଧାରୀଙ୍କ ଙ ପାଇଁ ରାଇରଙ୍ଗପୁର ର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଶିମିଳିପାଳ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁଟ ଏବଂ ଟେକ୍ନୋଓ୍ବାର୍ଲଡ ର ମୁଖ୍ୟ ଇଂ ଉମାକାନ୍ତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଞ୍ଚାବୁଟ ଏବଂ ଦହି ସରବତ ବଣ୍ଟନ କରାଯାଇଥିଲା ।ତଦସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ସ୍ବେଛାସେବୀ ହିସାବରେ ନିଷ୍ଠାର ସହ ଦାୟିତ୍ଵ ତୁଲାଇଥିଲେ ।ଶିମିଳିପାଳଗ୍ରୁପ ଇନଷ୍ଟିଚ୍ଯୁଟର ଅଧ୍ୟକ୍ଷଙ୍କ ସାମାଜିକ ଦାୟିତ୍ୱବୋଧତାକୁ ଶ୍ରଦ୍ଧାଳୁମାନେ ଭୁରି ଭୁରି ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

masiha

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ

Sunil Chandra Nayak

ଗରିମା ଅନୁଷ୍ଠାନର ଓଡିଶା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!