ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକରୁ ପଡି ଯୁବକ ମୃତ 

ବାଇକରୁ ପଡି ଯୁବକ ମୃତ 

ଜୁନାଗଡ଼,୧/୩(ମ ନି ସ)କଳାହାଣ୍ଡି ଜୁନାଗଡ଼ ଥାନା ଚଂଚରାଭାଡ଼ି ଶିବମନ୍ଦିର ନିକଟ ରେ ବାଇକ ରୁ ପଡି ଜଣେ ଯୁବକ ଙ୍କ ମୃତ୍ୟୁହୋଇଥିବା ଜଣାପଡିଛି। । ମୃତ ଯୁବକ ଜୁନାଗଡ଼ ଥାନା ଅନ୍ତର୍ଗତ ଡୁମେରବାହାଲ ଗ୍ରାମ ର ଡମ୍ବରୁଧର ମାଝୀ(୪୦) ହୋଇଥିବା ଜଣା ପଡ଼ିଛି ।ମୃତ ଯୁବକ କୌଣସି କାମରେ ନିଜ ଗ୍ରାମରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ବେଳେ ସ୍ଥାନୀୟ ଚଂଚରାଭାଡ଼ି ଶିବ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ହୋଇ ବାଇକ ଓ ଶବକୁ ଜବତ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କୋଣସି ଅଜଣା ଗାଡି ଧକ୍କା ରେ ଗାଡିରୁ ପଡି ମୃତ୍ୟୁ ଘଟିଥିବା ସନ୍ଦେଶ ହେଉଥିବା ଜଣା ଯାଇଛି। ପୋଲି ସ ତଦନ୍ତ ଚଳାଇଥିବା ପ୍ରକାଶ କରିଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରକାରଙ୍କ କ୍ଯୁଆର୍ କୋଡରେ ଚାଷୀ ଅର୍ଥ ପେମେଣ୍ଟ ସାଜିଛି ଚାଷୀଙ୍କ ସାର ସଙ୍କଟ ; ବାମନଘାଟୀ ଉପଖଣ୍ଡ ସାର ନ ପାଇ ଚାଷୀ ହନ୍ତସନ୍ତ

Sunil Chandra Nayak

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଜମି ଜାଲିଆତି କରି ମାଫିଆ ମାଲାମାଲ

Sunil Chandra Nayak

Leave a Comment

error: Content is protected !!