ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଖଣି-ନିର୍ଦ୍ଧେଶଳୟରେ ପୃଷ୍ଟି ମ୍ୟାଡମ କିଏ” ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ତୁରନ୍ତ ସମାଧାନ କରିବ ନା ଚାପି ବସିଥିବ ?

“ଖଣି-ନିର୍ଦ୍ଧେଶଳୟରେ ପୃଷ୍ଟି ମ୍ୟାଡମ କିଏ” ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ତୁରନ୍ତ ସମାଧାନ କରିବ ନା ଚାପି ବସିଥିବ ?

ବଡ଼ବିଲ/ଭୁବନେଶ୍ୱର:-ରାଜ୍ୟ ଖଣି-ନିର୍ଦ୍ଧେଶଳୟରେ  ପୃଷ୍ଟି କିଏ?ମାଡାମ ଲିପ୍ସା ତୁମକୁ ସତରେ ଶହେ ତୋପର ସଲାମ।ସତରେ ତୁମେ ଖଣି-ନିର୍ଦ୍ଧେଶଳୟରେ ରହି କାହା ପାଇଁ ସମସ୍ତ କାର୍ଯ୍ୟ କର? ଗରିବ, ଅଭାବୀ,ଅଭିଯୋଗ କରିଥିବା ଖଣିବାସୀ,ସମସ୍ୟାରେ ପଡ଼ିଥିବା ଲୋକ, ରାଜ୍ୟବାସୀ ନା କେବଳ ଦୁର୍ନୀତିଖୋରଙ୍କ ଦୁର୍ନୀତିକୁ ଘୋଡାଇବା ନିମନ୍ତେ,ସେତିକି କାର୍ଯ୍ୟ କରୁଛ ବୋଲି ଯାହା ଗତ କିଛିଦିନ ହେଲା ପ୍ରମାଣ କରିବାରେ ଲାଗିଛି।ଏପଟେ ଯୋଡ଼ା ଏବଂ କୋଇଡା ଦୁଇ ଖଣି-ମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ଯୋଡ଼ା ପ୍ରୟୋଗଶାଳାର ଗ୍ରେଡ’ସ୍କାମର ମୁଖିଆ ସୋରେନ, ମୁରଲୀ, ସସ୍ମିତା ଏବଂ ଟ୍ରେ-ଚୋର କର୍ମଚାରୀଙ୍କ ଦୁର୍ନୀତିରେ ରାଜ୍ୟ ଉଠୁଥିବା’ପଡୁଥିବା ବେଳେ ରାଜସ୍ୱହ୍ରାସ ସ୍ୱତ୍ୱେ ତୁମକୁ ସତରେ ନିଜ ସିଟର କାର୍ଯ୍ୟରେ ଅବହେଳା କରିବା ବ୍ୟତୀତ ରାଜ୍ୟ ପ୍ରତି ନିଜର ଦାୟତ୍ୱ ଜଣାପଡ଼ୁ ନାହିଁ ‘ନା’ ଯଦି କହିବ ତେବେ ଖଣିବାସୀ ଖୁବ ଭଲ ଭାବରେ ଜଣାଇବାର ପ୍ରୟାସ ଆରମ୍ଭ କରିଦେବେ?ହଁ ଆଜ୍ଞା ତେବେ ଘଟଣା ଯାହା ରାଜ୍ୟର ଯୋଡ଼ା ଏବଂ କୋଇଡା ଖଣି-ମଣ୍ଡଳର ଉଚ୍ଚମାନର ଖଣିଜ ପଦାର୍ଥ ସଙ୍କଟ ଦେଇ ଗତି କରୁଥିବା ବେଳେ ତାହାର ପରିଣାମରେ ରାଜ୍ୟ ହରାଇ ଚାଲିଛି କୋଟି’କୋଟି ଟଙ୍କାର ରାଜସ୍ୱ।ତେବେ ଆଦିବାସୀ ବହୁଳ ଖଣି ଅଞ୍ଚଳର ବହୁ ବୀର ପ୍ରଭୁ ବିର୍ସା ମୁଣ୍ଡା,ଧରଣୀଧର ନାୟକଙ୍କ ଭଳି ମହାନ ସଂଗ୍ରାମୀଙ୍କ କର୍ତଵ୍ୟ,ନିଷ୍ଠା, ତ୍ୟାଗ ଓ ବଳିଦାନ ଏହି ମାଟି, ପବନ, ପାଣିରେ ବୋହୁଥିବାରୁ ଏବେବି ଖଣିବାସୀ ସାହସୀ’ସାହାସିକତାର ଉଦାହରଣ ଦେବାରେ,ନିଜ ଜୀବନକୁ ବାଜି ଲଗାଇ,ଦୁର୍ନୀତି ଏବଂ ଦୁର୍ନୀତିକାରୀଙ୍କ ବିରୋଧରେ ସ୍ୱର ଉତ୍ତଳୋନ କରିବା ଭୁଲି ନାହାଁନ୍ତି। ତେଣୁ ଯୋଡ଼ା ପ୍ରୟୋଗଶାଳାର ମାମୁଲି/ତୁଚ୍ଛ-ହୀନ ପବୃତ୍ତିର ଗ୍ରେଡ଼’ସ୍କାମର ମୁଖିଆ ସୋରେନ, ନାନାଦି କେଳାଙ୍କାରୀରେ ଲିପ୍ତ ଥିବା ସସ୍ମିତା ଏବଂ ଗ୍ରେଡ଼-ତସ୍କରୀ କରୁଥିବା ରିଫ୍ୟୁଜି ବେଙ୍ଗଲୀ ମୁରଲୀର ମହାଦୁର୍ନୀତିର କଳା’ତାଲିକା ଲିଖିତ ଆକାରରେ ସ୍ୱାଭିମାନୀ ଖଣିବାସୀ ଅଧିକାରୀଙ୍କ ନିକଟକୁ ପହଞ୍ଚାଇ ଥିବା ସୁଦ୍ଧା ଏଯାଏ ନିଜ କାର୍ଯ୍ୟରେ ଅବହେଳା କରି ଚାଲିଥିବା  ପୃଷ୍ଟି ଅଧିକାରିଣୀଙ୍କ ଉପରେ ଖପ୍ପା ଥିବାର ଜାଣିବାକୁ ମିଳେ।ତେବେ ଦେଖାଯାଉ,ରାଜଧାନୀ ହେଡ଼କ୍ୱାଟର୍ସର ଖଣି-ନିର୍ଦ୍ଧେଶଳୟରେ ଆଉ କେତେ ବର୍ଷ ରହିଲେ ନିଜର ଦାୟତ୍ୱ ତଥା ରାଜ୍ୟ ହିତରେ ବୁଝିବା ହୋଇଲେ ଯାଇ,ଅଧିକାରିଣୀ  ପୃଷ୍ଟି କେବେ ସୁଦ୍ଧା ଯୋଡ଼ା ପ୍ରୟୋଗଶାଳାର ଦୁର୍ନୀତିଖୋର ଦାସମାତ ଶୋରେ, ସସ୍ମିତା, ମୁରଲୀ ଏବଂ ଟ୍ରେ-ଚୋରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରି,ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ହେଉଛି ଦେଖିବାକୁ ବାକି ରହିଲା। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ ପାଇଁ ନିଷ୍ପତି 

Sunil Chandra Nayak

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

masiha

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!