ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଙ୍କାଳୁ ଗ୍ରାମ ରେ ଗତ କାଲିଠାରୁ ବ୍ରହ୍ମାନନ୍ଦ ପଣ୍ଡା ଙ୍କ ତତ୍ବାବଧାନରେ ଶ୍ରୀଶ୍ରୀ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ର ସ୍ୱନାମଧନ୍ୟା ପାଲା ଗାୟିକା ସୁଶ୍ରୀ ଉର୍ମିଳା ସାହୁ(ନୟାଗଡ଼) ଓ ଗାୟିକା ବୃନ୍ଦାବତୀ ଦାସ(ପାରାଦ୍ଵୀପ) ଯୋଗ ଦେଇ ପାଲା ପରିବେଷଣ କରିବା ସହିତ ଓଡ଼ିଆ ଭାଷା ଓ ଧର୍ମ ସଂସ୍କୃତି ପ୍ରଚାର କରୁଛନ୍ତି। ଆଖ ପାଖ ଅଞ୍ଚଳରୁ ବହୁ ପାଲା ସଂସ୍କୃତି ପ୍ରେମୀ ଉପସ୍ଥିତ ହୋଇ ହରି ରସ ଶ୍ରବଣ କରୁଛନ୍ତି। ଏହା ବୈଶାଖ ମାସ ନବମୀ ତିଥି ଠାରୁ ଆରମ୍ଭ ହୋଇ ଏକାଦଶୀ ତିଥି ରେ ଉଦଯାପନ ହେବ ବୋଲି ଗ୍ରାମ୍ୟ କମିଟି କଙ୍କାଳୁ ର ସଭାପତି ଶ୍ରୀଯୁକ୍ତ ରାକେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!