ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 

ରସୁଲ ଗଡ ଛକରେ ବସି

କେ ଦେଖିବ ପାଟଦେଈ,

ନାଉ ଗଛ ରେ କିଏ ଆଙ୍କିବ

ଜନ ଜୀବନ ର ଛାଇ ।

ଫେରି ଯାଏ ଆଜି ତୁମ ଚନ୍ଦ୍ରାହତ ଦୂର ଦିଗବଳୟ ଡେଇଁ,

କସ୍ତୁରୀ ମୃଗ ଅନେଇ ରହିଛି

ସବୁଜ ଅର6ଣ୍ୟ ଥାଇ ।

ପଛକୁ ଦିଅ ହେ ଚାହିଁ

କି ହେଵ କୁହ ତ ଓଡ଼ିଆ ସାହିତ୍ୟ ?

ରବିବାସରୀୟ ମୋହି

ତୁମେ ଗଲେ ଦୂରେଇ ।

 

ନାୟକ ଅକ୍ଷୟ ରାଜହସ୍ତୀ

ଢ଼େଙ୍କାନାଳ

Related posts

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

Sunil Chandra Nayak

ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!