ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ 

ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ 

 ନୂଆପଡା,ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଅଛି। ଏହି ଗାଡ଼ି ରେ ମୋଟ ୨୦ ଜଣ ବାଦ୍ୟ କଳାକାର ମାନେ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ତରବୋଡ ଗ୍ରାମ କୁ ଯାଉଥିବା ବେଳେ ଗାଡ଼ି ଟି ସୁନାପୁର ଠାରେ ଦୁର୍ଘଟଣା ଗସ୍ତ ହୋଇଅଛି। ୫ ଗୁରୁତର ଆହତ ହୋଇଥିବା ବେଳେ , ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ପାଞ୍ଚ ଜଣ ଗୁରୁତର ଆହତ ଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ୧୫ ଜଣ ଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ବେଳେ ଗାଡ଼ି କୁ ଉଦ୍ଧାର କରାଯାଉଅଛି। ଡୋଟୋ ଗ୍ରାମର ଡିଜେ ଗାଡ଼ି ତରର୍ବୋଡ କୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

ପଡାଲଗୁଡା ମନ୍ଦିର କମିଟି ପକ୍ଷରୁ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ଆସିକା ଥାନା ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି

Sunil Chandra Nayak

Leave a Comment

error: Content is protected !!