ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଦେଓଗାଁ ସ୍ଥିତ ଏକ ବସ୍ତିରେ ରଙ୍ଗ ଓ ମିଠା ବଣ୍ଟା ଯିବାର ପ୍ରସ୍ତୃତି

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଦେଓଗାଁ ସ୍ଥିତ ଏକ ବସ୍ତିରେ ରଙ୍ଗ ଓ ମିଠା ବଣ୍ଟା ଯିବାର ପ୍ରସ୍ତୃତି

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଦେଓଗାଁ ସ୍ଥିତ ଏକ କେଳା ବସ୍ତିରେ ମିଠା ଓ ଫଗୁ ବଣ୍ଟନ କରାଗଲା।ଏଥିରେ କୁନି କୁନି ପିଲା ମାନଙ୍କୁ ଅବିର ଓ ମିଠା ବଣ୍ଟା ଗଲା।

ପ୍ରାୟ 20 ଜଣ ପିଲାଙ୍କ ସହିତ ଏହି ନିଆରା କାର୍ଯ୍ୟକ୍ରମ କରାଗଲା।ଏଥିରେ ସୌମ୍ୟ ରଞ୍ଜନ ପାଢ଼ୀ,ସିପୁନ ସାହୁ, ବିଶ୍ୱଜିତ୍ ସେଠୀ ଦେବବ୍ରତ ମହାନ୍ତି ସହଯୋଗ କରିଥିଲେ।ସଂଘର ସଦସ୍ୟା ସୌମ୍ୟା ମିଶ୍ର ଏହାକୁ ପରିଚାଳନା କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ସାହିତ୍ଯ ଆଲୋଚନା, ବହୁଭାଷୀ କବିତା ପାଠୋତ୍ସବ ତଥା ସାରସ୍ବତ ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

Leave a Comment

error: Content is protected !!