ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଅଗ୍ନିଗଙ୍ଗାମା ଙ୍କ ଉଦଯାପନ ଯାତ୍ରା ଶେଷ 

ଆଜି ଅଗ୍ନିଗଙ୍ଗାମା ଙ୍କ ଉଦଯାପନ ଯାତ୍ରା ଶେଷ 

ବନ୍ଧୁଗାଁ ତା, ୧୯/୩/୨୫, ନୀଳାଵାଡି ଠାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇ ବଡ଼ ଆଡ଼ମ୍ବରର ସହିତ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା I ଏହି ଯାତରା ସରକାର ପ୍ରଶାସନ ଙ୍କ ପାରମ୍ଫାରିକ ନିତି ନିୟମ ଅନୁଯାଇ ୯ ଦିନ ଧରି ପୁଲିସ ଷ୍ଟାଫଙ୍କୁ ମୃତ୍ୟୟନ କରାଯାଇ ଶାନ୍ତି ଶୃଙ୍ଖଳା ସହିତ ହୋଇଥାଏ I ଏହି ଯାତ୍ରାରେ ମାଙ୍କୁ ଦର୍ଶନ କରିବା ପାଇଁ ଆନ୍ଦ୍ର ଓ ଓଡିଶାର ଦୂର ଦୁରାନ୍ତରୁ ଭକ୍ତଙ୍କ ଭିଡ଼ି ସମାଗୋମ ହୋଇଥାଏ I ମାଙ୍କୁ ବିଶ୍ୱାସ କରି ଭକ୍ତ ମାନେ ମନତ ମଧ୍ୟ ମାଗିଥାନ୍ତି I ମନତ ସଫଳ ପରେ ମାଙ୍କ ନାମରେ ଚଡେଇ ଥାନ୍ତି, ଛୋଟ ବଡ଼ ଭକ୍ତ ମାଙ୍କ ନାମରେ ମୁଣ୍ଡନ ମଧ୍ୟ କରିଥାନ୍ତି I ଏହି ଯାତ୍ରାରେ ଦୂରଦୁରାନ୍ତରୁ ଆସି ମନ ରଞ୍ଜନ କରିଥାନ୍ତି ଓ ଭୋରଫୁର ଫାଇଦା ଉଠାଇଥାନ୍ତି I ମା ୯ ଦିନଧରି ନିଲାବାଡ଼ି ଗ୍ରାମର ପ୍ରତ୍ୟକ ଘର ଘର ବୁଲି ପୂଜା ପାଇବା ସହ ବୁଗ ପାଇଥାନ୍ତି ଓ ଏଥିରେ କାର୍ଯ୍ୟସୂଚି ଅନୁଯାଇ ୧୦ ତାରିଖରେ ମାଙ୍କ ଆବାହକ ରାତ୍ର ଓ ୧୧ ତାରିଖରେ ମାଙ୍କ ଶାନନ୍ତି ବା ବିଶ୍ରାମ, ୧୨ ତାରିଖ ରାତ୍ର ମାଙ୍କ ଗାଁ ପରିକ୍ରମା ଓ ଗୃହ ପୂଜା, ୧୫ ତାରିଖ ରାତ୍ର ମାଙ୍କ ପ୍ରଥମ ପାଦ ଅଗ୍ନିସ୍ପର୍ଶ,୧୬ ରିଖ ରାତ୍ର ମାଙ୍କ ଦଳି ଖେଳ ଓ ଆଗ୍ନିଯୁକ୍ତ ଓ ସାବଳସ୍ପର୍ଶ,୧୭ ମାଙ୍କ ଭାଇ ଭଗିନି ଡାକରା, ୧୮ ରିଖ ରାତ୍ରରେ ମାଙ୍କ ବାଘ ବେଶ ନୃତ୍ୟ ମାଙ୍କ ପ୍ରତିମା ପୂଜା, ଓ ୧୯ ତାରିଖ ଦିନ ସକାଳ ମାଙ୍କ ଆସ୍ତାନକୁ ପ୍ରତ୍ୟାବାର୍ତନ ଓ ଯାତରା ଶେଷ ହୋଇଥାଏ I

ସଂଜୀବ କୁମାର ବାଙ୍ଗରି  ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

masiha

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

masiha

ମାଡିଙ୍ଗପଦର ଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!