ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

ରାଉରକେଲା: ସେଲ୍ ମ୍ୟାନେଜମେଣ୍ଟ ର ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ ବରସୁଆଁ ଲୈ।ହଖଣି ଅଧିକାରୀ ସଂଘ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୧୩ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲାର ଆରଏସପି ପରିଚାଳିତ ଟେନସା ଓ ବରସୁଆଁ ଲୈ।ହଖଣିରେ କାର୍ଯ୍ୟରତ ୧୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ବିରୁଦ୍ଧରେ ତଥା ୧୧ଜଣ ଅଧିକାରୀଙ୍କୁ ପୁନ୍ନ କାର୍ଯ୍ୟରେ ଯୋଗଦେବା ସହ ନିଷ୍ପତ୍ତି କୁ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାହାର କରାଇବା ପାଇଁ ସେଲ୍ କର୍ତ୍ତୃପକ୍ଷ ଙ୍କ ନିକଟରେ ବରସୁଆଁ ଲୈ।ହଖଣିର ସଂଘ ସଭାପତି ବିଚିତ୍ର କୁମାର ଲେଙ୍କା, ଉପସଭାପତି ଅରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ଭୋଇ, କାର୍ଯ୍ୟକାରୀ ସଦସ୍ୟ ଅନୁପମ ନାୟକ ଓ ଅନ୍ୟ ପଦାଧିକାରୀ ମାନେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାରାଗାଁ,ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଝରିଗାଁ ବିଧାୟକ:ଯୋଗ ଦେଲେ ବିଦ୍ୟାଳୟ ପରିଚାଳନା କମିଟି ସଭାରେ 

masiha

ମନରେଗା ଯୋଜନା ରେ ଘୋଟଲା , ଶ୍ରମିକ ବଦଳ ରେ ମେସିନ କରୁଛି କାମ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!