ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ଆବାସ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ଇନ୍ଦିରା ଆବାସ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ଢ଼େଙ୍କାନାଳ: ଭୁବନ ବ୍ଲକ ଜିରାଳ ଗ୍ରାମର ରତନି ମଲ୍ଲିକ ବାରମ୍ବାର ଇନ୍ଦିରା ଆବାସ ପାଇଁ ସରପଞ୍ଚ ଙ୍କ ଠାରୁ ବି ଡି ଓ ଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ମିଳି ପାରିନାହିଁ। ପ୍ରାୟ ଷୋହଳ ବର୍ଷ ହେବ ଅଭିଯୋଗ କରିଆସୁଛନ୍ତି ଘର ପାଇଁ।ଶେଷରେ ଆଜି ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନାବାଳିକା ଦାଦନ ଝିଅ ବନ୍ଧକ ଘଟଣା, 10 ଦିନ ପରେ ବି ପୁଲିସ ହାତ ଖାଲି, ସର୍ଦାର ଗିରଫ ହେବ କେବେ ଆଜି ଦଶାହ ପାଳୁଛନ୍ତି ପରିବାର

masiha

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ବୋଡେ଼ନ ବ୍ଲକ ଭଇଁସାଦାନୀରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!