ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନୱାଡ଼ି ନିଯୁକ୍ତିରେ ଲାଞ୍ଚ ନେଉଥିବା ବେଳେ  ଜୟପୁର ଭିଜିଲାନ୍ସ ଚଢ଼ାଉ କରି ସୁପରଭାଜର ଗିରଫ 

ଅଙ୍ଗନୱାଡ଼ି ନିଯୁକ୍ତିରେ ଲାଞ୍ଚ ନେଉଥିବା ବେଳେ 

ଜୟପୁର ଭିଜିଲାନ୍ସ ଚଢ଼ାଉ କରି ସୁପରଭାଜର ଗିରଫ 

ରାୟଗଡା /କୋରାପୁଟ :- ଲକ୍ଷ୍ମୀପୁର ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ପିପଳପଦର -୧ ଅଙ୍ଗନୱାଡ଼ି ପଦବୀ ନିମନ୍ତେ  ଅଙ୍ଗନୱାଡ଼ି ସୁପରଭାଜର ରେଣୁକା ପଟ୍ଟନାୟକ ନବ ନିଯୁକ୍ତି ପାଇଥିବା ଅଙ୍ଗନୱାଡ଼ି କର୍ମୀ ସାବିତ୍ରୀ ମାଣ୍ଡିଙ୍ଗାଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଚଢ଼ାଉ କରି ବୁର୍ଜା ଠାରେ ଗିରଫ କରିଥିବା ଜଣାପଡ଼ିଛି ତେବେ କିଏ ସୁପରଭାଇଜ ଙ୍କୁ ଢାଳ କରି ଏହି ଲାଞ୍ଚ ନେଉ ଥିଲେ ଅଙ୍ଗନୱାଡ଼ି ନିଯୁକ୍ତିରେ ଟଙ୍କା ନେଉଥିଲେ ତାହା ଭିଜିଲାନ୍ସ ଅଧିକା ତଦନ୍ତ କଲେ ବଡ଼ ମୁଣ୍ଡ ଗୁଡ଼ିକ ଜାଲରୁ ଖସି ପାରିବେ ନାହିଁ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧାନ ମଣ୍ଡି ଉଦ୍ଘାଟିତ 

masiha

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟମାନଙ୍କ ସଫଳତା 

ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ପଲିଟେକ୍ନିକ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ

masiha

Leave a Comment

error: Content is protected !!