ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର:(ତା ୨୭|୩)(ରବି ନାରାୟଣ ମହାନ୍ତି)ଆଜି ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଭାବେ ମନୋଜ କୁମାର ମେହେର ଯୋଗଦେବା ପରେ ଉମରକୋଟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି |ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସଂଖ୍ୟାଲଘୁ ଜିଲ୍ଲା ସଭାପତି ପବିତ୍ର ଗରଡା, ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ବିଧାୟକ ପ୍ରତିନିଧି ସନା ମାଝୀ, କମଳୁ ମାଝୀ, ହରି ହରିଜନ, ଦିନେଶ ବିଶ୍ୱାସ, ଈଶ୍ୱର ଭତରା, ବୁଦ୍ରୁ ଭତରା ପ୍ରମୁଖ ଉପସ୍ଥିତ ରହି ବିଡ଼ିଓଙ୍କୁ ସ୍ୱାଗତ ଜଣେଇବା ସହ ବ୍ଲକର ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି |ବିଡ଼ିଓ ମହାଶୟ ମଧ୍ୟ ଅଂଚଳର ସମସ୍ତ ସମସ୍ୟା ଶୁଣି ସାରିବା ପରେ ଆଗାମୀ ଦିନରେ ସମସ୍ତ ସମସ୍ୟା ଗୁଡିକର ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

masiha

ଅର୍ଥ ଅଭାବ ରୁ ବନ୍ଧା ପଡିଛି ଛାତ୍ରର ଭାଗ୍ୟ ଭବିଷ୍ୟତ,କର୍ତ୍ତୃପକ୍ଷ ଏହାର ଉପରେ ବିଚାର କରିବା ଆବଶ୍ୟକତା ରହିଛି

Sunil Chandra Nayak

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!