ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକୁଆ କାଟେଣୀରେ ପାଲା ମଣ୍ଡପ ଉଦ୍ଘାଟିତ 

କାମାକ୍ଷlନଗର (ମ ନି ସ)୨୮/୦୫_ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକର ମକୁଆକାଟେଣି ଗ୍ରାମପଞ୍ଚାୟତ ର ମା ତାରିଣୀ ମନ୍ଦିରରେ ମା ତାରିଣୀ ଙ୍କ ଦର୍ଶନ କରିବା ସହ ମକୁଆକାଟେଣି ପାଲା ମଣ୍ଡପର ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ସଦସ୍ୟ ରବିନାରାୟଣ ପ୍ରଧାନ,କରଗୋଳା ସରପଞ୍ଚ ତଥା ବିଜୁ ଯୁବ ସଭାପତି ତାପସ ପାଣି,ସମାଜସେବୀ ରମେଶ ମିଶ୍ର,ରାଇବୋଲ ସରପଞ୍ଚ ତଥା ବିଜୁ ଛାତ୍ର ସଭାପତି ଶାନ୍ତନୁ ସାହୁ,ପୂର୍ବତନ ସରପଂଚ ତଥା ବରିଷ୍ଟ କର୍ମୀ ରାଜେନ୍ଦ୍ର ସ୍ୱାଇଁ,ବିଜୁ ମହିଳା ସଭାନେତ୍ରୀ ପ୍ରିୟଙ୍କା ପରିଡା,ବରିଷ୍ଟ ବିଜେଡି କର୍ମୀ ଉମାକାନ୍ତ ବିଶ୍ଵାଳ,ବିଜୁ ଯୁବ ଉପ ସଭାପତି ଶୁଭ୍ରାଂଶୁ ମିଶ୍ର ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା l ରାଜ୍ୟ ସରକାର ସବୁବେଳେ ସବୁ ସମୟରେ ଲୋକାଭିମୁଖୀ ଯୋଜନା, ଜନକଲ୍ୟାଣ କାର୍ଯ୍ୟ ପାଇଁ ଗୁରୁତ୍ଵ ଦେଇ ଆସି ଅଛନ୍ତି ବୋଲି ମାନ୍ୟବର ବିଧାୟକ ଲୋକମାନଙ୍କୁ ସଚେତନ କରାଇ ବକ୍ତବ୍ୟ ଶେଷ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

masiha

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ 

Sunil Chandra Nayak

ଦିନ ୨ ଟାରେ ଗାଁରେ ବୁଲୁଚି ଭାଲୁ 

Sunil Chandra Nayak

Leave a Comment

error: Content is protected !!