ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା କୃଷି କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ  

ଗୋଲାମୁଣ୍ଡା କୃଷି କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ  

ଜୁନାଗଡ଼ (ମ ନି ସ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା କୃଷି କାର୍ଯ୍ୟାଳୟ ରେ ଶନିବାର ସକାଳ ୧୦ ଟା ରେ ସେବା ଜଗତ ସଂସ୍ଥା ଦ୍ୱାରା ଆୟୋଜିତ ଫସଲ ବିବିଧତା କାର୍ଯ୍ୟକ୍ରମ (ସିଡିପି-ଏମ.ଏଲ. ଆଇ.ପି ପ୍ରକଳ୍ପ ) ଅଧୀନରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଙ୍କ ଅଧ୍ୟକ୍ଷତା ରର ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ବୃଷଭ ନାଏକ, ଚାଷୀ କୃଷ୍ଣ ନାଗ, ଚାଷୀ ଲିଙ୍ଗରାଜ ଭୋଇ ସମେତ ଅନ୍ୟାନ୍ୟ ଅଥିତି ମଞ୍ଚାସିନ ହୋଇଥିଲେ।ଏହି ଅବସରରେ ସିଡିପି-ଏମ.ଏଲ.ଆଇ.ପି ପ୍ରକଳ୍ପ ରେ ସଫଳ ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ 

masiha

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

Sunil Chandra Nayak

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!