ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଆରମ୍ଭ ହେବ

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଆରମ୍ଭ ହେବ

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଖୁବ୍ ଶିଘ୍ର। ନିକଟରେ ପରିବହନ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ସରକାରୀ ବସ ସେବା ପାଇଁ ଅନୁରୋଧ କରିଥିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷି। ବ୍ୟକ୍ତିଗତ ଭାବେ OSRTC ମୁଖ୍ୟ କାର୍ଯ୍ୟାଳୟକୁ ଯାଇ CMD କୁ ମଧ୍ୟ ଭେଟି ଏହି କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ଅନୁରୋଧ କରିଥଲେ।

ଏହା ବ୍ୟତୀତ ଧର୍ମଗଡ଼ ରୁ ବିଶାଖାପାଟଣା, ରାୟପୁର ଓ ବ୍ରହ୍ମପୁର କୁ ରାତ୍ରୀ କାଳୀନ ବସ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବସ ଆସିଯାଇଛି କେବଳ କେତେକ ଔପଚାରିକତା ବାକି ଅଛି।

ମାନ୍ୟବର ବିଧାୟକଙ୍କ ଉଦ୍ୟମ ରେ ସରକାରୀ ବସ ସେବାର ସୁଯୋଗ ପାଇବେ ଧର୍ମଗଡ଼ ଅଞ୍ଚଳବାସି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ଚାଉଳ ବଣ୍ଟନରେ ଅନିମିୟତାକୁ ନେଇ, କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ପଞ୍ଚାୟତ ବାସି

Sunil Chandra Nayak

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

Sunil Chandra Nayak

Leave a Comment

error: Content is protected !!